କାଲି ମ୍ୟାଚ୍‌ରେ ଡିଭିଲିୟର୍ସଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବେ ରୋହିତ?: ମ୍ୟାଚ୍‌ ଜିତିଲେ ଶ୍ରୀଲଙ୍କା ରଚିବ ଇତିହାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ତୃତୀୟ ତଥା ଶେଷ ଦିନିକିଆ ରବିବାର ବିଶାଖାପାଟଣମ୍‌ ଠାରେ ଖେଳାଯିବ। ଟିମ୍‌ ଇଣ୍ଡିଆ ଘରୋଇ ପରିବେଶରେ ୨୦୧୫ ପର ଠାରୁ କୌଣସି ସିରିଜ ହାରିନାହିଁ। ୩ ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଓଭୟ ଟିମ୍‌ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସ୍ଥିତି ବରାବର ରଖିଛନ୍ତି। ଏହାସହ ଶ୍ରୀଲଙ୍କା ଟିମ୍‌ ଏହି ସିରିଜ ଜିତି ଏକ ନୂଆ ରେକର୍ଡ ସ୍ଥାପନ କରିବା ପାଇଁ ସୁଯୋଗ ରହିଛି। ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଭାରତରେ […]

lead-ktWB--621x414@LiveMint

lead-ktWB--621x414@LiveMint

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 09:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ତୃତୀୟ ତଥା ଶେଷ ଦିନିକିଆ ରବିବାର ବିଶାଖାପାଟଣମ୍‌ ଠାରେ ଖେଳାଯିବ। ଟିମ୍‌ ଇଣ୍ଡିଆ ଘରୋଇ ପରିବେଶରେ ୨୦୧୫ ପର ଠାରୁ କୌଣସି ସିରିଜ ହାରିନାହିଁ। ୩ ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଓଭୟ ଟିମ୍‌ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସ୍ଥିତି ବରାବର ରଖିଛନ୍ତି। ଏହାସହ ଶ୍ରୀଲଙ୍କା ଟିମ୍‌ ଏହି ସିରିଜ ଜିତି ଏକ ନୂଆ ରେକର୍ଡ ସ୍ଥାପନ କରିବା ପାଇଁ ସୁଯୋଗ ରହିଛି। ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଭାରତରେ କୌଣସି ଦ୍ୱିପାକ୍ଷିକ ସରିଜ ଜିତିନାହିଁ।

ଶ୍ରୀଲଙ୍କା ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ। ମୋହାଲିରେ ଖେଳାଯାଇଥିବା ମ୍ୟାଚ୍‌ରେ ଯେଉଁଭଳି ବିସ୍ଫୋରକ ବ୍ୟାଟିଂ କରି ରୋହିତ ଦ୍ୱଶତକ ଅର୍ଜନ କରିଥିଲେ। କାଲି ମ୍ୟାଚରେ ସେହି ଫର୍ମ ରହିଲେ ଶ୍ରୀଲଙ୍କା ପୁଣିଥରେ ଚିତ୍‌ ହେବ।

ସେପଟେ ଭାରତ ପାଇଁ ମଧ୍ୟ ଏହି ମ୍ୟାଚ୍‌ ବହୁ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍‌ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଯଦି ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ହାରୁଛି ତେବେ ଦୀର୍ଘଦିନ ପରେ ନିଜ ମାଟିରେ ଦିନିକିଆ ସିରିଜ ହାରିବ।

ଆସନ୍ତାକାଲିର ମ୍ୟାଚରେ ରୋହିତ ଶର୍ମା ଆଉ ଏକ ବିଶ୍ୱରେକର୍ଡ ନିଜ ନାଁରେ କରିପାରନ୍ତି। ଯଦି ଏହି ମ୍ୟାଚରେ ୧୪ଟି ଛକା ସେ ମାରିପାରନ୍ତି ତେବେ ସେ ଆଉ ଏକ ବିଶ୍ୱ ରେକର୍ଡ ନିଜ ନାଁରେ କରିବେ। ମୋହାଲି ମ୍ୟାଚ୍‌ରେ ରୋହିତ ୧୨ଟି ଛକା ଓ ୧୩ଟି ଚୌକା ସହ ୨୦୮ରନର ଏକ ବିଶାଳ ପାଳି ଖେଳିଥିଲେ। ତେଣୁ ଏହି ଏହି ମ୍ୟାଚ୍‌ରେ ସେହିଭଳି ଏକ ଧ୍ୱଂସକାରୀ ପାଳି ଦେଖିବାକୁ ମିଳିବ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛି କୌଣସି ଏକ ବର୍ଷରେ ସର୍ବାଧିକ ଛକା ମିରିବାର ରେକର୍ଡ ଡିଭିଲିୟର୍ସଙ୍କ ନାଁରେ ରହିଛି। ସେ ୨୦୧୫ ମସିହାରେ ୫୮ ଛାକା ମାରି ଏହି ରେକର୍ଡ କରିଥିଲେ।

https://youtu.be/3TQcRvghAD0?t=167

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story