ନ୍ୟୁଜିଲାଣ୍ଡ ଦଳରେ ଭାରତୀୟ ବଂଶୋଦ୍ଭବ ଜିତ

ଜୋହାନ୍ସବର୍ଗ: ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ ପାଇଁ ଆଜି ନ୍ୟୁଜିଲାଣ୍ଡ ଦଳରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଜିତ୍‌ ରାୱଲ। ସେ ମାର୍ଟିନ୍‌ ଗୁପ୍ତିଲ କିମ୍ବା ଟମ୍‌ ଲାଥାମ୍‌ଙ୍କ ସ୍ଥାନରେ ଓପନିଂ କରିପାରନ୍ତି।  ୨୭ ବର୍ଷୀୟ ଏହି କ୍ରିକେଟର ଜଣକ ନ୍ୟୁଜିଲାଣ୍ଡର ୧୬ ଜଣିଆ ଦଳରେ ସ୍ଥାନ ପାଇଛନ୍ତି    ଦଳରେ ଜଣେ ଭାରତୀୟ ବଂଶୋଦ୍ଭବ ଇଶ୍‌ ଶୋଧର ମଧ୍ୟ ସ୍ଥାନ ପାଇଛନ୍ତି। ଜିତ୍‌ ୨୦୦୪ରେ ବିଦେଶକୁ ସ୍ଥାନାନ୍ତର ହେବା ପୂର୍ବରୁ ଭାରତୀୟ କନିଷ୍ଠ […]

jeet-story

Rakesh Mallick
  • Published: Friday, 10 June 2016
  • , Updated: 10 June 2016, 07:44 PM IST

ଜୋହାନ୍ସବର୍ଗ: ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ ପାଇଁ ଆଜି ନ୍ୟୁଜିଲାଣ୍ଡ ଦଳରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଜିତ୍‌ ରାୱଲ। ସେ ମାର୍ଟିନ୍‌ ଗୁପ୍ତିଲ କିମ୍ବା ଟମ୍‌ ଲାଥାମ୍‌ଙ୍କ ସ୍ଥାନରେ ଓପନିଂ କରିପାରନ୍ତି।

 ୨୭ ବର୍ଷୀୟ ଏହି କ୍ରିକେଟର ଜଣକ ନ୍ୟୁଜିଲାଣ୍ଡର ୧୬ ଜଣିଆ ଦଳରେ ସ୍ଥାନ ପାଇଛନ୍ତି    ଦଳରେ ଜଣେ ଭାରତୀୟ ବଂଶୋଦ୍ଭବ ଇଶ୍‌ ଶୋଧର ମଧ୍ୟ ସ୍ଥାନ ପାଇଛନ୍ତି। ଜିତ୍‌ ୨୦୦୪ରେ ବିଦେଶକୁ ସ୍ଥାନାନ୍ତର ହେବା ପୂର୍ବରୁ ଭାରତୀୟ କନିଷ୍ଠ ଦଳରେ ଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରରେ ହାରାହାରି ୪୮.୮୫ ରନ୍‌ କରିବା ପରେ ତାଙ୍କୁ ଦଳରେ ସ୍ଥାନ ଦେଇଛି ନ୍ୟୁଜିଲାଣ୍ଡ। କେନ୍‌ ୱିଲିୟମ୍ସଙ୍କ ନେତୃତ୍ୱରେ ଦଳ ଜୁଲାଇ ୨୯ରେ ଜିମ୍ବାୱେ ଗସ୍ତ କରିବ। ଏହାପରେ ଅଗଷ୍ଟ ୧୯ରେ ଦକ୍ଷିଣ ଆଫ୍ରିକା ସହ ୨ଟି ମ୍ୟାଚ୍‌ ଖେଳିବ ଦଳ।

Related story