ଦ୍ୱିତୀୟ ଟେଷ୍ଟ ଡ୍ର', ସିରିଜ୍ ଜିତିଲା ନ୍ୟୁଜିଲ୍ୟାଣ୍ଡ୍‌

ହାମିଲଟନ୍‌: କ୍ୟାପଟେନ୍ କେନ୍ ୱିଲିୟମସନ୍ ଓ ରସ୍ ଟେଲରଙ୍କ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ୍ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଡ୍ର’ କରି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ଅନ୍ତିମ ଦିବସରେ ପରାଜୟରୁ ରକ୍ଷା ପାଇବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଭଲ ଇନିଂସର ଆବଶ୍ୟକ ଥିଲା। ଇଂଲଣ୍ଡର ଖରାପ ଫିଲ୍ଡିଂ ଘରୋଇ ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ୱିଲିୟମସନ୍ ଇନିଂସରେ ଦୁଇଟି ଜୀବନଦାନ ପାଇଥିଲେ। ମଧ୍ୟାହ୍ନ ଭୋଜନ ପରେ ନ୍ୟୁଜିଲ୍ୟାଣ୍ଡର ସ୍କୋର ୨ […]

nz

nz

Ranjit Kumar Jena
  • Published: Tuesday, 03 December 2019
  • Updated: 03 December 2019, 04:37 PM IST

ହାମିଲଟନ୍‌: କ୍ୟାପଟେନ୍ କେନ୍ ୱିଲିୟମସନ୍ ଓ ରସ୍ ଟେଲରଙ୍କ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ୍ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଡ୍ର' କରି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ଅନ୍ତିମ ଦିବସରେ ପରାଜୟରୁ ରକ୍ଷା ପାଇବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଭଲ ଇନିଂସର ଆବଶ୍ୟକ ଥିଲା। ଇଂଲଣ୍ଡର ଖରାପ ଫିଲ୍ଡିଂ ଘରୋଇ ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ୱିଲିୟମସନ୍ ଇନିଂସରେ ଦୁଇଟି ଜୀବନଦାନ ପାଇଥିଲେ। ମଧ୍ୟାହ୍ନ ଭୋଜନ ପରେ ନ୍ୟୁଜିଲ୍ୟାଣ୍ଡର ସ୍କୋର ୨ ୱିକେଟରେ ୨୪୧ ରନରେ ଥିଲା ବେଳେ ପ୍ରବ ବର୍ଷା ହୋଇଥିଲା। ଏହି ସମୟରେ ଟେଲର୍ ୧୦୫ (୧୮୬ ବଲ୍‌, ୧୧ ଚୌକା, ୨ ଛକା) ଓ ୱିଲିୟମସନ୍ ୧୦୪ (୨୩୪ ବଲ୍‌, ୧୧ ଚୌକା) ରନରେ ବ୍ୟାଟିଂ କରୁଥିଲେ।

ଘରୋଇ ମାଟିରେ ଶେଷ ୧୦ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ ରେକର୍ଡ ୮ ବିଜୟ, ଗୋଟିଏ ଡ୍ର' ଏବଂ ଗୋଟିଏ ପରାଜୟବରଣ କରିଛି। ୱିଲିୟମସନ୍ ମଧ୍ୟାହ୍ନ ଭୋଜନ ବ୍ରେକ୍ ପରେ ତୃତୀୟ ଓଭରରେ ଜୋ ରୁଟଙ୍କୁ ଚୌକା ମାରି ନିଜର ୨୧ତମ ଶତକ ପୂରଣ କରିଥିଲେ। ଟେଲର ପରବର୍ତ୍ତୀ ଓଭରରେ ନିଜର ୧୯ତମ ଶତକ ପୂରଣ କରିଥିଲେ। ସେ ଏହି ଓଭରରେ ଲଗାତାର ଦୁଇଟି ବଲରେ ଗୋଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ।

ନ୍ୟୁଜିଲ୍ୟାଣ୍ଡ୍ ପଞ୍ଚମ ଦିନରେ ତା'ର ପୂର୍ବଦିନର ସ୍କୋର ୯୬/୨ରୁ ଖେଳ ଆରମ୍ଭ କରିଥିଲା। ଇଂଲଣ୍ଡ ପ୍ରାରମ୍ଭିକ ୱିକେଟ୍ ନେଇ ଘରୋଇ ଦଳ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲା। ଆରମ୍ଭରୁ ମଧ୍ୟ ଓଲି ପୋପ୍ ଓ ଜୋ ଡେନଲୀ ୱିଲିୟମସନଙ୍କୁ ସହଜ କ୍ୟାଚ୍ ଛାଡ଼ି ଇଂଲଣ୍ଡର ଆଶାକୁ ଧୂଳିସାତ୍ କରିଥିଲେ। ୱିଲିୟମସନ୍ ସେହି ସମୟରେ ୩୯ ରନରେ ବ୍ୟାଟିଂ କରୁଥିଲେ। ଏହା ପରେ ୱିଲିୟମସନ୍ ବ୍ୟକ୍ତିଗତ ୬୨ ରନରେ ବ୍ୟାଟିଂ କରୁଥିବା ବେଳେ ଡେନଲୀ ତାଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ୟାପଟେନ୍ ଜୋ ରୁଟଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା, ଯିଏ ୪୪୧ ବଲରେ ୨୨୬ ରନର ଦ୍ୱିଶତକୀୟ ଇନିଂସ୍ ଖେଳିଥିଲେ। ଉକ୍ତ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଇନିଂସରେ ୩୭୫ ରନ୍ କରିଥିବା ବେଳେ ଇଂଲଣ୍ଡ ୪୭୬ ରନ୍ କରି ଅଲଆଉଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story