ପ୍ରଥମ ଟେଷ୍ଟରୁ ଓହରିଲେ ନିଲ୍ ୱାଗନର୍‌

ୱେଲିଂଟନ୍‌: ଭାରତ ବିପକ୍ଷ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ପ୍ରଥମ ଟେଷ୍ଟ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ବଡ଼ ଝଟକା ଲାଗିଛି। ଟିମର ବାମହାତୀ ପେସ୍ ବୋଲର ନିଲ୍ ୱାଗନର୍ ପ୍ରଥମ ଟେଷ୍ଟରୁ ଓହରି ଯାଇଛନ୍ତି। ୱାଗନରଙ୍କ ପ୍ରଥମ ସନ୍ତାନ ଜନ୍ମ ହେବାକୁ ଥିବାରୁ ସେ ପ୍ରଥମ ଟେଷ୍ଟରେ ଉପଲବ୍ଧ ହୋଇପାରିବେ ନାହିଁ ବୋଲି କହିଛନ୍ତି। ତେଣୁ ତାଙ୍କର ବ୍ୟାକଅପ୍ ଭାବେ ମ୍ୟାଟ୍ ହେନରୀଙ୍କୁ ଟିମରେ ସାମିଲ୍ କରାଯାଇଛି। ଟେଷ୍ଟ ଫର୍ମାଟରେ ୱାଗନର ନ୍ୟୁଜିଲ୍ୟାଣ୍ଡର ଅନ୍ୟତମ ମୁଖ୍ୟ ଅସ୍ତ୍ର। ୱାଗନର୍ ୪୭ […]

wagner

wagner

Ranjit Kumar Jena
  • Published: Wednesday, 19 February 2020
  • Updated: 19 February 2020, 06:10 PM IST

Sports

Latest News

ୱେଲିଂଟନ୍‌: ଭାରତ ବିପକ୍ଷ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ପ୍ରଥମ ଟେଷ୍ଟ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ବଡ଼ ଝଟକା ଲାଗିଛି। ଟିମର ବାମହାତୀ ପେସ୍ ବୋଲର ନିଲ୍ ୱାଗନର୍ ପ୍ରଥମ ଟେଷ୍ଟରୁ ଓହରି ଯାଇଛନ୍ତି। ୱାଗନରଙ୍କ ପ୍ରଥମ ସନ୍ତାନ ଜନ୍ମ ହେବାକୁ ଥିବାରୁ ସେ ପ୍ରଥମ ଟେଷ୍ଟରେ ଉପଲବ୍ଧ ହୋଇପାରିବେ ନାହିଁ ବୋଲି କହିଛନ୍ତି। ତେଣୁ ତାଙ୍କର ବ୍ୟାକଅପ୍ ଭାବେ ମ୍ୟାଟ୍ ହେନରୀଙ୍କୁ ଟିମରେ ସାମିଲ୍ କରାଯାଇଛି।

ଟେଷ୍ଟ ଫର୍ମାଟରେ ୱାଗନର ନ୍ୟୁଜିଲ୍ୟାଣ୍ଡର ଅନ୍ୟତମ ମୁଖ୍ୟ ଅସ୍ତ୍ର। ୱାଗନର୍ ୪୭ ମ୍ୟାଚ୍ ଖେଳି ୨୬.୬୩ ହାରରେ ୨୦୪ ୱିକେଟ୍ ଅକ୍ତିଆର କରିଛନ୍ତି। ୱାଗନରଙ୍କ ଅନୁପସ୍ଥିତିକୁ ନେଇ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ପକ୍ଷରୁ କୁହାଯାଇଛି, ପ୍ରଥମ ଟେଷ୍ଟ ପାଇଁ ୱାଗନର୍ ଟିମ୍ ସହ ଯୋଗ ଦେବେ ନାହିଁ। ତାଙ୍କ ପତ୍ନୀ ଲାନା ନିଜର ପ୍ରଥମ ସନ୍ତାନ ଅପେକ୍ଷାରେ ଅଛନ୍ତି। ତାଙ୍କ ପତ୍ନୀ ପ୍ରଥମ ସନ୍ତାନ ଜନ୍ମ ଦେବା ପର୍ଯ୍ୟନ୍ତ ୱାଗନର ତୌରଙ୍ଗାରେ ହିଁ ରହିବେ।

ୱାଗନରଙ୍କ କଭର୍ ଭାବେ ମ୍ୟାଟ୍ ହେନରୀଙ୍କୁ ସାମିଲ୍ କରାଯାଇଛି। ହେନରୀ ୧୨ ଟେଷ୍ଟ ଖେଳି ୩୦ ୱିକେଟ୍ ନେଇଛନ୍ତି। ଯଦି ହେନରୀ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ନପାଆନ୍ତି, ତାହେଲେ କାଇଲ୍ ଜେମିସନ୍ ଟେଷ୍ଟ ପଦାର୍ପଣ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story