ନ୍ୟୁଜିଲ୍ୟାଣ୍ଡ ମହିଳା ଟିମ୍‌ର ସାନ୍ତ୍ୱନା ମୂଳକ ବିଜୟ, ଭାରତର ସିରିଜ ଦଖଲ

ହ୍ୟାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ପୁରୁଷଙ୍କ ଭଳି ମହିଳା ଟିମ୍‌ ମଧ୍ୟ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ହାରିବା ପରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ପୁରୁଷ ଟିମ୍‌ ହ୍ୟାମିଲଟନ୍‌ରେ ଭାରତୀୟ ପୁରୁଷ ଦଳକୁ ୪ର୍ଥ ଦିନିକିଆରେ ୮ ୱିକେଟ୍‌ରେ ପରାସ୍ତ କରିଥିଲା। ଆଜି ସେଇ ହ୍ୟାମିଲଟନ୍‌ରେ ଭାରତୀୟ ମହିଳା ଦଳକୁ ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ସମାନ ୮ ୱିକେଟରେ ହରାଇଛି। ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ମ୍ୟାଚ୍‌ ଜିତିଥିଲେ ହେଁ ମିତାଲି ରାଜଙ୍କ ଟିମ୍‌ ଇଣ୍ଡିଆ ୨-୧ରେ ସିରିଜ୍‌ […]

g

g

Hemant Lenka
  • Published: Friday, 01 February 2019
  • Updated: 01 February 2019, 05:05 PM IST

Sports

Latest News

ହ୍ୟାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ପୁରୁଷଙ୍କ ଭଳି ମହିଳା ଟିମ୍‌ ମଧ୍ୟ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ହାରିବା ପରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ପୁରୁଷ ଟିମ୍‌ ହ୍ୟାମିଲଟନ୍‌ରେ ଭାରତୀୟ ପୁରୁଷ ଦଳକୁ ୪ର୍ଥ ଦିନିକିଆରେ ୮ ୱିକେଟ୍‌ରେ ପରାସ୍ତ କରିଥିଲା।

ଆଜି ସେଇ ହ୍ୟାମିଲଟନ୍‌ରେ ଭାରତୀୟ ମହିଳା ଦଳକୁ ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ସମାନ ୮ ୱିକେଟରେ ହରାଇଛି। ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ମ୍ୟାଚ୍‌ ଜିତିଥିଲେ ହେଁ ମିତାଲି ରାଜଙ୍କ ଟିମ୍‌ ଇଣ୍ଡିଆ ୨-୧ରେ ସିରିଜ୍‌ ଜିତି ନେଇଛି। କାରଣ ୩ଟିକିଆ ଦିନିକିଆ ସିରିଜ୍‌କୁ ଟିମ୍‌ ଇଣ୍ଡିଆର ମହିଳା ଦଳ ଆଗୁଆ ୨-୦ରେ କବଜା କରି ନେଇଥିଲା।

ଆଜି ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ଭାରତୀୟ ମହିଳା ଦଳକୁ ବ୍ୟାଟିଂ କରିବାକୁ କହିଥିଲା। ତେବେ ଭାରତୀୟ ଟିମ୍‌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୧୪୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଦୀପ୍ତି ଶର୍ମା ର୍ହି ସର୍ବାଧିକ ୫୨ ରନ୍‌ କରିପାରି ଥିଲେ।

୧୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲ୍ୟାଣ୍ଡ ମାତ୍ର ଦୁଇଟି ୱିକେଟ୍‌ ହରାଇ ୨୦.୪ ଓଭର୍‌ରେ ହାସଲ କରି ନେଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସୁଜି ବେଟସ ୫୭ ରନ କରିଥିବା ବେଳେ ଆମି ସଦରୱେଟ୍‌ ୬୬ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story