ବାର୍ସିଲୋନା ସହ ନୂତନ ୫ ବର୍ଷ ଚୁକ୍ତି ସ୍ୱାକ୍ଷର କଲେ ନେମାର

ସାଓ ପାଉଲୋ: ଚଳିତ ସପ୍ତାହରେ ବାର୍ସିଲୋନା ସହ ନୂତନ ୫ ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷର କରିବେ ବ୍ରାଜିଲର ଷ୍ଟ୍ରାଇକର ନେମାର। ସ୍ପାନିସ୍‌ ଚାମ୍ପିଅନ୍‌ସରେ ଯୋଗ ଦେଇ ସେ ସବୁ କଳ୍ପନାଜଳ୍ପନାର ଶେଷ ଘଟାଇଛନ୍ତି। ଏନେଇ ତାଙ୍କ ନିକଟରୁ ସୂଚନା ମିଳିଛି। https://twitter.com/NeyMarvellous/status/748603460564619265 ବିଶ୍ୱ ଫୁଟ୍‌ବଲ ଜଗତରେ ବେଶ ପରିଚିତ ନାଁ ହେଉଛି ନେମାର। ସେ ଏବେ ବାର୍ସିଲୋନା ପାଇଁ ଖେଳିବେ। ଏହି ଦଳରେ ମେସୀ ଓ ସୁଆରେଜ୍‌ ପରି ମହାନ ଖେଳାଳି ରହିଛନ୍ତି। ଏନେଇ ସେ […]

neymar

Rakesh Mallick
  • Published: Friday, 01 July 2016
  • , Updated: 01 July 2016, 06:08 PM IST

ସାଓ ପାଉଲୋ: ଚଳିତ ସପ୍ତାହରେ ବାର୍ସିଲୋନା ସହ ନୂତନ ୫ ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷର କରିବେ ବ୍ରାଜିଲର ଷ୍ଟ୍ରାଇକର ନେମାର। ସ୍ପାନିସ୍‌ ଚାମ୍ପିଅନ୍‌ସରେ ଯୋଗ ଦେଇ ସେ ସବୁ କଳ୍ପନାଜଳ୍ପନାର ଶେଷ ଘଟାଇଛନ୍ତି। ଏନେଇ ତାଙ୍କ ନିକଟରୁ ସୂଚନା ମିଳିଛି।

https://twitter.com/NeyMarvellous/status/748603460564619265

ବିଶ୍ୱ ଫୁଟ୍‌ବଲ ଜଗତରେ ବେଶ ପରିଚିତ ନାଁ ହେଉଛି ନେମାର। ସେ ଏବେ ବାର୍ସିଲୋନା ପାଇଁ ଖେଳିବେ। ଏହି ଦଳରେ ମେସୀ ଓ ସୁଆରେଜ୍‌ ପରି ମହାନ ଖେଳାଳି ରହିଛନ୍ତି।

ଏନେଇ ସେ ଖୁସି ବ୍ୟକ୍ତ କରିଛନ୍ତି।

Related story