ରିଓ ଅଲିମ୍ପିକ: ନିରାଶ କଲେ ସାଇନା

ରିଓ ଡି ଜେନେରିଓ: ଅଲିମ୍ପିକ୍‌ରେ ଭାରତ ପାଇଁ ପଦକ ଆଶା ଆଣିଥିବା ଆଉ ଜଣେ ପ୍ରତିଯୋଗୀ ଆଜି ଫେଲ୍‌ ମାରିଛନ୍ତି। ଆଜି ବ୍ରାଜିଲର ରିଓ ଡି ଜେନେରିଓରେ ଖେଳାଯାଇଥିବା ଗ୍ରୁପ-ଜି ଦ୍ୱିତୀୟ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ୟୁକ୍ରେନ୍‌ର ମାରିଜା ୟୁଲିଟିନାଙ୍କ ଠାରୁ ହାରି ବିଶ୍ୱମହାକୁମ୍ଭରୁ ବାଦ୍‌ ପଡିଛନ୍ତି ଭାରତ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହେୱାଲ। ଶେଷ ହୋଇଛି ସାଇନାଙ୍କ ଅଲିମ୍ପିକ୍‌ ଅଭିଯାନ। ଲଣ୍ଡନ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପାଦକ ହାସଲ କରିଥିବା ସାଇନା ଚଳିତ ଅଲିମ୍ପିକ୍‌ରେ ମାରିଜାଙ୍କ ଠାରୁ ୨୧-୧୮,୨୧-୧୯ରେ […]

saina

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 07:37 PM IST

ରିଓ ଡି ଜେନେରିଓ: ଅଲିମ୍ପିକ୍‌ରେ ଭାରତ ପାଇଁ ପଦକ ଆଶା ଆଣିଥିବା ଆଉ ଜଣେ ପ୍ରତିଯୋଗୀ ଆଜି ଫେଲ୍‌ ମାରିଛନ୍ତି। ଆଜି ବ୍ରାଜିଲର ରିଓ ଡି ଜେନେରିଓରେ ଖେଳାଯାଇଥିବା ଗ୍ରୁପ-ଜି ଦ୍ୱିତୀୟ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ୟୁକ୍ରେନ୍‌ର ମାରିଜା ୟୁଲିଟିନାଙ୍କ ଠାରୁ ହାରି ବିଶ୍ୱମହାକୁମ୍ଭରୁ ବାଦ୍‌ ପଡିଛନ୍ତି ଭାରତ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହେୱାଲ। ଶେଷ ହୋଇଛି ସାଇନାଙ୍କ ଅଲିମ୍ପିକ୍‌ ଅଭିଯାନ।

ଲଣ୍ଡନ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପାଦକ ହାସଲ କରିଥିବା ସାଇନା ଚଳିତ ଅଲିମ୍ପିକ୍‌ରେ ମାରିଜାଙ୍କ ଠାରୁ ୨୧-୧୮,୨୧-୧୯ରେ ପରାସ୍ତ ହୋଇଛନ୍ତି।

Related story