ହରଭଜନ, ଯୁବରାଜ ଆଇପିଏଲ୍‌ରୁ ବିଦା ହେଉ ହେଉ ବଞ୍ଚିଗଲେ: ପୁରୁଣା ଟିମ୍‌ ଆରଟିଏମ୍‌ ପାଇଁ ମନା କଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରଭଜନ ସିଂ ଆଇପିଏଲ୍‌ରୁ ବିଦା ହେଉ ହେଉ ବଞ୍ଚି ଯାଇଛନ୍ତି। ସେ ତାଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ରଖିଥିବା ବେଳେ ତାଙ୍କୁ ଏହା ମହଙ୍ଗା ପଡ଼ିଥାନ୍ତା। ଆଇପିଏଲ ନିଲାମୀରେ ହରଭଜନଙ୍କୁ କେହି କିଣିବାକୁ ଇଚ୍ଛୁକ ନଥିବା ବେଳେ ଚେନ୍ନାଇ ସୁପର କିଙ୍ଗ ତାଙ୍କୁ ତାଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କାରେ କିଣିଛି। ମୁମ୍ବାଇ ମଧ୍ୟ ତାଙ୍କୁ ଆରଟିଏମ (Right to Match cards) ମାଧ୍ୟମରେ କିଣିବାକୁ ଆଗ୍ରହ ଦେଖାଇ ନଥିଲା। ତେଣୁ […]

YUVI

YUVI

Ordigital Desk
  • Published: Saturday, 27 January 2018
  • Updated: 27 January 2018, 12:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରଭଜନ ସିଂ ଆଇପିଏଲ୍‌ରୁ ବିଦା ହେଉ ହେଉ ବଞ୍ଚି ଯାଇଛନ୍ତି। ସେ ତାଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ରଖିଥିବା ବେଳେ ତାଙ୍କୁ ଏହା ମହଙ୍ଗା ପଡ଼ିଥାନ୍ତା। ଆଇପିଏଲ ନିଲାମୀରେ ହରଭଜନଙ୍କୁ କେହି କିଣିବାକୁ ଇଚ୍ଛୁକ ନଥିବା ବେଳେ ଚେନ୍ନାଇ ସୁପର କିଙ୍ଗ ତାଙ୍କୁ ତାଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କାରେ କିଣିଛି। ମୁମ୍ବାଇ ମଧ୍ୟ ତାଙ୍କୁ ଆରଟିଏମ (Right to Match cards) ମାଧ୍ୟମରେ କିଣିବାକୁ ଆଗ୍ରହ ଦେଖାଇ ନଥିଲା। ତେଣୁ ପ୍ରଥମ ଥର ପାଇଁ ହରଭଜନ ଆଇପିଏଲରେ ମୁମ୍ବାଇ ଟିମ୍‌ ଛାଡ଼ି ଅନ୍ୟ ଟିମରେ ଖେଳିବେ।

ସେପଟେ ନିଲାମୀ ପୂର୍ବରୁ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଯୁବରାଜଙ୍କୁ ମଧ୍ୟ ବଡ଼ ଧକ୍କା ଲାଗିଛି। ସେ ତାଙ୍କର ବେସ୍‌ ପ୍ରାଇସ୍‌ ୨ କୋଟି ରଖିଥିବା ବେଳେ କୌଣସି ଟିମ୍‌ ତାଙ୍କୁ କିଣିବାକୁ ଇଛା ପ୍ରକାଶ କରିନଥିଲେ। ଶେଷରେ ପଞ୍ଜାବ ଯୁବରାଜଙ୍କୁ ତାଙ୍କ ବେସ୍‌ ପ୍ରାଇସ୍‌ ଅନୁସାରେ ୨ କୋଟି ଟଙ୍କାରେ କିଣିଛି।  ପୂର୍ବ ବର୍ଷ ସେ ହାଇଦ୍ରାବାଦ ଦଳରେ ଖେଳୁଥିଲେ। ଆରଟିଏମ ମାଧ୍ୟମରେ ହାଇଦ୍ରାବାଦ ତାଙ୍କୁ ନିଜ ଟିମ୍‌ରେ ସାମିଲ କରିବାକୁ ସୁଯୋଗ ଥିଲା। ମାତ୍ର ଦଳ ଆରଟିଏମ୍‌ ପାଇଁ ମନା କରି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story