ସିଏସକେ ଛାଡି ପାରନ୍ତି ଧୋନି

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ (ସିଏସକେ)ର ହାତ ଛାଡି ପାରନ୍ତି ମିଷ୍ଟର କୁଲ ମହେନ୍ଦ୍ର ସିଂହ ଧୋନି। ବିସିସିଆଇ କାର୍ଯ୍ୟକାରିଣୀ କମିଟି ଏହି ଦଳ ସମେତ ରାଜସ୍ଥାନ ରୟାଲକୁ ଦୁଇବର୍ଷ ପାଇଁ ବାସନ୍ଦ କରିବା ପରେ ସେ ଏ ନେଇ ଇଙ୍ଗିତ ଦେଇ ସାରିଲେଣି। ଧୋନି ଆଇପିଏଲରେ ୮ ‍ବର୍ଷଧରି ସିଏସକେକୁ ପ୍ରତିନିଧିତ୍ତ୍ୱ କରିଆସୁଛନ୍ତି । ଏବେ ସେ ସିଏସକେକୁ ଛାଡି ଅନ୍ୟ ଦଳରୁ ପ୍ରତିନିଧିତ୍ତ୍ୱ କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଚଳିତବର୍ଷ […]

MS Dhoni captain of The Chennai

MS Dhoni captain of The Chennai

Rakesh Mallick
  • Published: Saturday, 24 October 2015
  • Updated: 24 October 2015, 11:47 AM IST

Sports

Latest News

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ (ସିଏସକେ)ର ହାତ ଛାଡି ପାରନ୍ତି ମିଷ୍ଟର କୁଲ ମହେନ୍ଦ୍ର ସିଂହ ଧୋନି। ବିସିସିଆଇ କାର୍ଯ୍ୟକାରିଣୀ କମିଟି ଏହି ଦଳ ସମେତ ରାଜସ୍ଥାନ ରୟାଲକୁ ଦୁଇବର୍ଷ ପାଇଁ ବାସନ୍ଦ କରିବା ପରେ ସେ ଏ ନେଇ ଇଙ୍ଗିତ ଦେଇ ସାରିଲେଣି। ଧୋନି ଆଇପିଏଲରେ ୮ ‍ବର୍ଷଧରି ସିଏସକେକୁ ପ୍ରତିନିଧିତ୍ତ୍ୱ କରିଆସୁଛନ୍ତି । ଏବେ ସେ ସିଏସକେକୁ ଛାଡି ଅନ୍ୟ ଦଳରୁ ପ୍ରତିନିଧିତ୍ତ୍ୱ କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଚଳିତବର୍ଷ ହେବାକୁ ଥିବା ଆଇପିଏଲ ସଂସ୍କରଣରେ ନୂତନ ଭାବେ ଦୁଇଟି ଦଳ ଭାଗ ନେବେ। ଏହି ଦୁଇ ଦଳରୁ ଗୋଟିଏ ପ୍ରମୁଖ ଦଳର ଧୋନି ନେତୃତ୍ୱ ନେବା ଆଶା କରାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଧୋନି ଓ ଆଇସିସି ଅଧ୍ୟକ୍ଷ ଏନ ଶ୍ରୀନିବାସନଙ୍କୁ ଭେଟି ୪୫ ମିନିଟ୍ ଧରି ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story