ରାଞ୍ଚିରେ କ୍ଲିନସୁଇପ୍ କରିବୁ: କୋହଲି

ପୁଣେ: ପୁଣେ ଟେଷ୍ଟ ଜିତି ସିରିଜ୍ କବଜା କରିସାରିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନଜର ଏବେ ରାଞ୍ଚିରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ଉପରେ ରହିଛି। ସିରିଜ୍ ଜିତିବା ପରେ ଅଧିକାଂଶ ଟିମ୍ ପ୍ରତିପକ୍ଷ ଦଳକୁ ହାଲୁକା ଭାବେ ନିଅନ୍ତି, କିନ୍ତୁ କୋହଲି ଏହି ମାମଲାରେ ସମ୍ପୂର୍ଣ୍ଣ ବିପରୀତ। କୋହଲିଙ୍କ ମତରେ ତୃତୀୟ ଟେଷ୍ଟକୁ ଆମେ ଆଦୌ ହାଲୁକା ଭାବେ ନେବୁ ନାହୁଁ ବରଂ ଏହି ମ୍ୟାଚ୍ ଜିତି ଆମେ ସିରିଜ୍ କ୍ଲିନ୍ ସୁଇପ୍ […]

vk

vk

Ranjit Kumar Jena
  • Published: Sunday, 13 October 2019
  • Updated: 13 October 2019, 09:39 PM IST

Sports

Latest News

ପୁଣେ: ପୁଣେ ଟେଷ୍ଟ ଜିତି ସିରିଜ୍ କବଜା କରିସାରିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନଜର ଏବେ ରାଞ୍ଚିରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ଉପରେ ରହିଛି। ସିରିଜ୍ ଜିତିବା ପରେ ଅଧିକାଂଶ ଟିମ୍ ପ୍ରତିପକ୍ଷ ଦଳକୁ ହାଲୁକା ଭାବେ ନିଅନ୍ତି, କିନ୍ତୁ କୋହଲି ଏହି ମାମଲାରେ ସମ୍ପୂର୍ଣ୍ଣ ବିପରୀତ। କୋହଲିଙ୍କ ମତରେ ତୃତୀୟ ଟେଷ୍ଟକୁ ଆମେ ଆଦୌ ହାଲୁକା ଭାବେ ନେବୁ ନାହୁଁ ବରଂ ଏହି ମ୍ୟାଚ୍ ଜିତି ଆମେ ସିରିଜ୍ କ୍ଲିନ୍ ସୁଇପ୍ କରିବାକୁ ଲକ୍ଷ୍ୟ ରଖିଛୁ।

ମ୍ୟାଚ୍ ପରେ କୋହଲି କହିଥିଲେ, ଟେଷ୍ଟ ଚାମ୍ପିୟନଶିପକୁ ଦୃଷ୍ଟିରେ ରଖିଲେ, ଆମ ପାଇଁ ଏବେ ସବୁ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ, ତେଣିକି ତାହା ସ୍ୱଦେଶ ହେଉ କିମ୍ବା ବିଦେଶ। ସବୁଠାରେ ଫର୍ମାଟ୍ ସମାନ ଏବଂ ଏଥିପାଇଁ ତୃତୀୟ ଟେଷ୍ଟ ମ୍ୟାଚରେ କୌଣସି ଖେଳାଳି ରିଲାକ୍ସ କରିବା ମୁଡରେ ନାହାନ୍ତି। ତୃତୀୟ ଟେଷ୍ଟକୁ ଜିତିବା ଲକ୍ଷ୍ୟରେ ଆମେ ମଇଦାନକୁ ଓହ୍ଲାଇବୁ ଏବଂ ସେଠାରେ ସିରିଜ୍ କ୍ଲିନସୁଇପ୍ କରିବାକୁ ଚାହିଁବୁ।

ପୁଣେ ଟେଷ୍ଟରେ ୱିକେଟକିପର ଋଦ୍ଧିମାନ ସାହାଙ୍କୁ ନେଇ କୋହଲି କହିଛନ୍ତି, ସାହା ବିଶାଖାପାଟଣା ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସାମାନ୍ୟ ନର୍ଭସ ଥିଲେ। ଏହା ସତ୍ତ୍ୱେ ସେ ପ୍ରଥମ ଟେଷ୍ଟରେ ଭଲ କିପିଙ୍ଗ୍ କରିଥିଲେ। ପୁଣେରେ ମଧ୍ୟ ତାଙ୍କ ୱିକେଟ୍ କିପିଙ୍ଗର କୌଣସି ଜବାବ ନାହିଁ। ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଟିମରେ ଥିବା ସବୁ ଖେଳାଳିଙ୍କର ଯୋଗଦାନ ରହିଛି। ପରବର୍ତ୍ତୀ ମ୍ୟାଚରେ ସେମାନେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story