ନମ୍ବର ୱାନରୁ ଖସିଲେ ସାଇନା

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଣ୍ଟନ୍ ମାନ୍ୟତାର ନମ୍ବର ୱାନ୍ ମାନ୍ୟତା ହରାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ। ବ୍ୟାଡମିଣ୍ଟନ ୱାଲର୍ଡ ଫେଡେରସନ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ସଦ୍ୟ ମାନ୍ୟତା ତାଲିକାରେ ସାଇନାଙ୍କୁ ମିଳିଛି ୨ ନମ୍ବର ସ୍ଥାନ। ପ୍ରଥମ ସ୍ଥାନକୁ ଉଠିଛନ୍ତି ସ୍ପେନର କାରୋଲିନା ମାରିନ୍। ସେ ୮୩୪୧୨ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛକୁ ୮୧୭୮୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସାଇନା। ଡେନମାର୍କ ଓପନ୍ ଓ ଜାପାନ […]

saina

saina

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 01:27 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଣ୍ଟନ୍ ମାନ୍ୟତାର ନମ୍ବର ୱାନ୍ ମାନ୍ୟତା ହରାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ। ବ୍ୟାଡମିଣ୍ଟନ ୱାଲର୍ଡ ଫେଡେରସନ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ସଦ୍ୟ ମାନ୍ୟତା ତାଲିକାରେ ସାଇନାଙ୍କୁ ମିଳିଛି ୨ ନମ୍ବର ସ୍ଥାନ। ପ୍ରଥମ ସ୍ଥାନକୁ ଉଠିଛନ୍ତି ସ୍ପେନର କାରୋଲିନା ମାରିନ୍। ସେ ୮୩୪୧୨ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛକୁ ୮୧୭୮୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସାଇନା।

ଡେନମାର୍କ ଓପନ୍ ଓ ଜାପାନ ଓପନ୍ ବ୍ୟାଡମିଣ୍ଟନରେ ପରାଜୟ ଯୋଗୁଁ ସାଇନାଙ୍କ ମାନ୍ୟତାରେ ହ୍ରାସ ପାଇଛି।

ଗତ ମେ’ ମାସରେ ସାଇନା ୧ ନମ୍ବର ସ୍ଥାନ ଅଧିକାର କରିଥିଲେ।

ସେହିଭଳି ପୁରୁଷଙ୍କ ଏକକ ମାନ୍ୟତା ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି କେ ଶ୍ରୀକାନ୍ତ ଓ ପାରୁପଲ୍ଲୀ କଶ୍ୟପ ୧୦ ନମ୍ବର ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story