୨୩ରେ ଭୁବିଙ୍କ ବିବାହ: ଏଭଳି ଦିନ ଓ ସ୍ଥାନରେ ରିସେପସନ୍‌, ଯେଉଁଠି ଭାରତ ଓ ଶ୍ରୀଲଙ୍କା ଖେଳାଳି ବି ହେବେ ସାମିଲ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ତାରକା ବୋଲର୍‌ ଭୁବନେଶ୍ୱର କୁମାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ତାଙ୍କ ବାନ୍ଧବୀ ନୁପୁର ନାଗରଙ୍କୁ ଆସନ୍ତା ନଭେମ୍ବର ୨୩ ତାରିଖରେ ବିବାହ କରିବେ। ଏହି ବିବାହ ଉତ୍ସବର ଆୟୋଜନ ମିରଟ୍‌ର ଏକ 5-ଷ୍ଟାର ହୋଟେଲରେ କରାଯିବ। ଏନେଇ ଭୁବନେଶ୍ୱର କୁମାରଙ୍କ ପିତା କିରଣ ପାଲ ସିଂ ସୂଚନା ଦେଇଛନ୍ତି। ଏହାସହ ସେ ସୂଚନା ଦେଇଛନ୍ତି ଯେ ଭୁବନେଶ୍ୱରଙ୍କ ପୈତୃକ ଗାଁ ବୁଲନ୍ଦସହର ନିରକଟରେ ଥିବା ଲୋହରି ଗାଁରେ […]

bhuvneshwar-7591

bhuvneshwar-7591

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 08:58 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ତାରକା ବୋଲର୍‌ ଭୁବନେଶ୍ୱର କୁମାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ତାଙ୍କ ବାନ୍ଧବୀ ନୁପୁର ନାଗରଙ୍କୁ ଆସନ୍ତା ନଭେମ୍ବର ୨୩ ତାରିଖରେ ବିବାହ କରିବେ। ଏହି ବିବାହ ଉତ୍ସବର ଆୟୋଜନ ମିରଟ୍‌ର ଏକ 5-ଷ୍ଟାର ହୋଟେଲରେ କରାଯିବ। ଏନେଇ ଭୁବନେଶ୍ୱର କୁମାରଙ୍କ ପିତା କିରଣ ପାଲ ସିଂ ସୂଚନା ଦେଇଛନ୍ତି। ଏହାସହ ସେ ସୂଚନା ଦେଇଛନ୍ତି ଯେ ଭୁବନେଶ୍ୱରଙ୍କ ପୈତୃକ ଗାଁ ବୁଲନ୍ଦସହର ନିରକଟରେ ଥିବା ଲୋହରି ଗାଁରେ ନଭେମ୍ବର ୨୬ରେ ଏକ ରିସେପ୍ସନ ପାର୍ଟିର ଆୟୋଜନ କରାଯାଇଛି। ଏହାପରେ ମଧ୍ୟ ଦିଲ୍ଲୀଠାରେ ଆଉ ଏକ ରିସେପ୍ସନ ପାର୍ଟିର ଆୟୋଜନ କରାଯାଇଛି। ଦିଲ୍ଲୀର ହୋଟେଲ୍‌ ତାଜରେ ଏହି ରିସେପ୍ସନ ପାର୍ଟିର ଆୟୋଜନ କରାଯାଇଛି। ଯେଉଁଠି ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ସମେତ ଶ୍ରୀଲଙ୍କା ଟିମ୍‌ର ଖେଳାଳି ଓ ଅନେକ ସେଲିବ୍ରେଟି ମଧ୍ୟ ସାମିଲ ହେବେ। କାରଣ ଡିସେମ୍ବର ୨ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ୟ ଚେଷ୍ଟ ମ୍ୟାଚ୍‌ ଖେଳାଯିବକୁ ଥିବା ବେଳେ ସମସ୍ତ ଖେଳାଳି ସେହି ସମୟରେ ଦିଲ୍ଲୀରେ ଥିବେ। ତେଣୁ ଏହି ରିସେସ୍ପନ ପାର୍ଟିରେ ସମସ୍ତ ଖେଳାଳି ସାମିଲ ହୋଇପାରିବେ। ଏହାପୂର୍ବରୁ ଗ୍ରେଟର୍‌ ନୋଏଡାର ଏକ ହୋଟେଲରେ ଭୁବନେଶ୍ୱର କୁମାର ଓ ତାଙ୍କ ବାନ୍ଧବୀ ନୁପୁର ନାଗରଙ୍କ ନିର୍ବନ୍ଧ ଅନୁଷ୍ଟିତ ହୋଇସାରିଛି। ଏହି ନିର୍ବନ୍ଧ ଉତ୍ସବରେ ଅଳ୍ପ କେତେଜଣ ବନ୍ଧୁ ଓ ତାଙ୍କ ପରିବାର ଲୋକେ ସାମିଲ ଥିଲେ। ଭୁବନେଶ୍ୱର କୁମାରଙ୍କ  ଇନଷ୍ଟାଗ୍ରମା ଆକାଉଣ୍ଟରୁ ଏହା ଜଣାପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story