ଆଇପିଏଲ୍ ନିଲାମରେ ସାମିଲ ହେବେ ୬ ଓଡ଼ିଆ କ୍ରିକେଟର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ଆଇପିଏଲ୍ ନିଲାମରେ ସାମିଲ ହୋଇପାରନ୍ତି ଓଡ଼ିଶାର ୬ ଜଣ କ୍ରିକେଟର। ସେମାନେ ହେଲେ ଓଡ଼ିଶା ରଣଜୀ ଦଳର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି, ୱିକେଟକିପର ବ୍ୟାଟ୍ସମ୍ୟାନ୍ ରାଜେଶ ଧୁପର, ଯୁବ ପେସ୍ ବୋଲର ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତରଣୀ ସା। ଆଇପିଏଲ୍‌ର ନୂଆ ସିଜିନ୍ ପାଇଁ ହେବାକୁ ଥିବା ନିଲାମରେ ଓଡ଼ିଶାର ଏହି ୬ କ୍ରିକେଟରଙ୍କୁ ସାମିଲ କରିବା ପାଇଁ ସୁପାରିସ କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ […]

ipl

ipl

Jitendra Garnayak
  • Published: Friday, 22 January 2021
  • Updated: 22 January 2021, 05:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ଆଇପିଏଲ୍ ନିଲାମରେ ସାମିଲ ହୋଇପାରନ୍ତି ଓଡ଼ିଶାର ୬ ଜଣ କ୍ରିକେଟର। ସେମାନେ ହେଲେ ଓଡ଼ିଶା ରଣଜୀ ଦଳର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି, ୱିକେଟକିପର ବ୍ୟାଟ୍ସମ୍ୟାନ୍ ରାଜେଶ ଧୁପର, ଯୁବ ପେସ୍ ବୋଲର ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତରଣୀ ସା।

ଆଇପିଏଲ୍‌ର ନୂଆ ସିଜିନ୍ ପାଇଁ ହେବାକୁ ଥିବା ନିଲାମରେ ଓଡ଼ିଶାର ଏହି ୬ କ୍ରିକେଟରଙ୍କୁ ସାମିଲ କରିବା ପାଇଁ ସୁପାରିସ କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ)। ଯଦି କେଉଁ ଦଳ ଏହି ଖେଳାଳି ମାନଙ୍କୁ କିଣେ, ତା’ହେଲେ ଆଇପିଏଲ୍‌ର ଆସନ୍ତା ସିଜନ୍‌ରେ ଓଡ଼ିଆ କ୍ରିକେଟରଙ୍କୁ ଦେଖିବାକୁ ମିଳିବ।

ପୂର୍ବ ଆଇପିଏଲ୍ ଅକ୍ସନ୍ ଗୁଡ଼ିକରେ ବହୁ ଓଡ଼ିଆ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଓଡ଼ିଶା ଦଳର ଷ୍ଟାର୍ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ, ୱିକେଟକିପର ହଳଧର ଦାସଙ୍କ ଭଳି ଖେଳାଳି ଆଇପିଏଲ୍ ଖେଳିବାର ସୁଯୋଗ ପାଇଛନ୍ତି। ବିପ୍ଳବ ସନରାଇଜର୍ସ ହାଇଦ୍ରାବାଦ ଓ ଦଳଧର ଡେକାନ୍ ଚାର୍ଜର୍ସ ଟିମ୍ ପକ୍ଷରୁ ଖେଳଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story