ରବିବାରଠାରୁ ବାରବାଟୀରେ ପୁଣି ଫଟାଫଟ୍‌ କ୍ରିକେଟ, ଭାଗନେବେ ୬ଟି ଟିମ୍‌

କଟକ (ଓଡ଼ିଶା ରିପୋର୍ଟର): ପୁଣି ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟ୍‌। ଏଥର ଓଡ଼ିଶା ପ୍ରିମିୟର ଲିଗ୍‌(ଓପିଏଲ୍‌) ନୁହେଁ, ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍)‌ ହେବ। ବିନା ଫ୍ରାଞ୍ଚାଇଜରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ଟିମ୍‌ ଗଠନ କରି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। ଆସନ୍ତାକାଲିଠାରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ ଖେଳାଯିବ ମ୍ୟାଚ। ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଓସିଏଲ ପାଇଁ ମୋଟ୍‌ ୯୩ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। […]

barabati

barabati

Manoranjan Sial
  • Published: Saturday, 26 December 2020
  • Updated: 27 December 2020, 09:04 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ପୁଣି ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟ୍‌। ଏଥର ଓଡ଼ିଶା ପ୍ରିମିୟର ଲିଗ୍‌(ଓପିଏଲ୍‌) ନୁହେଁ, ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍)‌ ହେବ। ବିନା ଫ୍ରାଞ୍ଚାଇଜରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ଟିମ୍‌ ଗଠନ କରି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। ଆସନ୍ତାକାଲିଠାରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ ଖେଳାଯିବ ମ୍ୟାଚ। ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

ଓସିଏଲ ପାଇଁ ମୋଟ୍‌ ୯୩ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। ଏମାନଙ୍କୁ ୬ଟି ଟିମ୍‌ରେ ଭାଗ କରାଯାଇଛି। ଟି-୨୦ ଫର୍ମାଟରେ ମୋଟ୍‌ ୩୦ଟି ମ୍ୟାଚ ଖେଳାଯିବ। ପ୍ରତ୍ୟକ ଟିମ୍‌ ୨ଟି ଲେଖାଏଁ ଲିଗ୍‌ ମ୍ୟାଚ ଖେଳିବେ। ଏହା ପରେ ଶ୍ରେଷ୍ଠ ୪ଟି ଦଳକୁ ନେଇ ୨ଟି ସେମି ଫାଇନାଲ୍‌ ମ୍ୟାଚ ଖେଳାଯିବ। ଜାନୁଆରୀ ୧୪ ତାରିଖରେ ବାରବାଟୀରେ ଫାଇନାଲ୍‌ ମ୍ୟାଚ ଖେଳାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।

ତେବେ ଟିମ୍‌ ସ୍ପନସରସିପ୍‌ ଏକ ଘରୋଇ କମ୍ପାନୀକୁ ଦିଆଯାଇଥିବା ବେଳେ ମ୍ୟାଚର ସିଧା ପ୍ରସାରଣ ଲାଇଭ୍‌ ଷ୍ଟ୍ରିମିଙ୍ଗ ମାଧ୍ୟମରେ କରାଯିବ। ୬ ଟି ଟିମ୍‌ର ନାଁ ହେଲା- ଓଡ଼ିଶା ପାନ୍ଥର୍ସ, ଓଡ଼ିଶା ପୁମାସ, ଓଡ଼ିଶା ଟାଇଗର୍ସ, ଓଡ଼ିଶା ଚିତାସ, ଓଡ଼ିଶା ଜାଗୁଆର୍ସ ଓ ଓଡ଼ିଶା ଲାୟନ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମ୍ୟାଚ ଅନୁଷ୍ଠିତ ହେବ। ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story