ପୁଣି ଘୁଞ୍ଚିବ ଓସିଏ ନିର୍ବାଚନ

କଟକ (ଓଡ଼ିଶା ରିପୋର୍ଟର୍): ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ କ୍ରିକେଟ୍ ଆସୋସିଏସନକୁ ନିର୍ବାଚନ ସାରିବା ପାଇଁ ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ନିର୍ଦ୍ଦେଶ ଦେଇଥିଲା। ତେବେ କ୍ରିକେଟ୍ ଓ କ୍ରିକେଟରଙ୍କ ବିକାଶ କରୁଥିବା ଘରୋଇ କ୍ଲବଗୁଡ଼ିକୁ ରାଜ୍ୟ ଆସୋସିଏସନ୍ ସହ ଅନୁବନ୍ଧିତ କରିବା ପାଇଁ ବିସିସିଆଇ ସିଏଓ ନିର୍ଦ୍ଦେଶ ଦେବା ପରେ ଏବେ ଓସିଏ ନିର୍ବାଚନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏବେ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ କି ନାହିଁ, […]

oca

oca

Ranjit Kumar Jena
  • Published: Tuesday, 20 August 2019
  • Updated: 20 August 2019, 10:12 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର୍): ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ କ୍ରିକେଟ୍ ଆସୋସିଏସନକୁ ନିର୍ବାଚନ ସାରିବା ପାଇଁ ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ନିର୍ଦ୍ଦେଶ ଦେଇଥିଲା। ତେବେ କ୍ରିକେଟ୍ ଓ କ୍ରିକେଟରଙ୍କ ବିକାଶ କରୁଥିବା ଘରୋଇ କ୍ଲବଗୁଡ଼ିକୁ ରାଜ୍ୟ ଆସୋସିଏସନ୍ ସହ ଅନୁବନ୍ଧିତ କରିବା ପାଇଁ ବିସିସିଆଇ ସିଏଓ ନିର୍ଦ୍ଦେଶ ଦେବା ପରେ ଏବେ ଓସିଏ ନିର୍ବାଚନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏବେ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ସିଓଏର ନିର୍ଦ୍ଦେଶ ପରେ ଏବେ ଓସିଏ ତା'ର ସଦସ୍ୟତା କଳେବରକୁ ବଢ଼ାଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି। ଓସିଏ ନୂଆ କ୍ରିକେଟ୍ କ୍ଲବ୍ ଚିହ୍ନଟ ଲାଗି ୫ଜଣିଆ କମିଟି ଗଠନ କରିଛି । ଏହି କମିଟି ନୂଆ କ୍ଲବର ଚିହ୍ନଟ କରିବ। ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ନିର୍ବାଚନ ବିଳମ୍ବ ହେବ ବୋଲି ଓନିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ୍ ପଲେଇ କହିଛନ୍ତି।

ରାଜ୍ୟର ୫୪ଟି କ୍ଲବ୍ ଓସିଏର ସଦସ୍ୟତା ପାଇଁ ପୂର୍ବରୁ ବିସିସିଆଇ ନିକଟରେ ଆବେଦନ କରିଥିଲା। ତେବେ ନୂଆ କ୍ଲବର ଅନୁବନ୍ଧିତ ହେବା ଦ୍ୱାରା ଓସିଏର ସଦସ୍ୟତା ଏବଂ ଭୋଟର ତାଲିକା ବଦଳିବ। ଏହାସହ ସଦସ୍ୟତା ସଂଖ୍ୟା ମଧ୍ୟ ବଢ଼ିବ। ପୂର୍ବରୁ ଓସିଏର ୭୩ଜଣିଆ ସଦସ୍ୟତା ଓ ସମ୍ବିଧାନକୁ ବିସିସିଆଇର ସିଓଏ ଅନୁମୋଦନ କରିସାରିଛି।

ତେବେ ନିର୍ବାଚନ ପୂର୍ବରୁ ବିସିସିଆଇ ଏହା କରିବା ପାଇଁ କହିନଥିଲେ ହେଁ, ଓସିଏ ଏଥିପାଇଁ କାହିଁକି ଏତେ ବ୍ୟସ୍ତ ବୋଲି କ୍ରୀଡ଼ା ସଂଗଠକ ପ୍ରଶ୍ନ କରିଛନ୍ତି। ନିର୍ବାଚନ ପୂର୍ବରୁ ଓସିଏ ବିଭିନ୍ନ କ୍ଲବଗୁଡ଼ିକ ଥଇଥାନ କରି ନିର୍ବାଚନ ସମୟରେ ତାଙ୍କୁ ବ୍ୟବହାର କରିପାରେ ବୋଲି ୟୁନିୟନ୍ ସ୍ପୋର୍ଟିଂ କ୍ଲବ୍ ସମ୍ପାଦକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story