ରଣଜୀ ମ୍ୟାଚ୍‌: ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ, ଶୂନ୍‌ରେ ୩ ଆଉଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କିଟ୍‌ ପଡ଼ିଆରେ ଚାଲିଥିବା ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଓଡ଼ିଶା ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। କୌଣସି ରନ୍‌ ନକରି ତିନିଟି ୱିକେଟ୍‌ ହରାଇଛି। ଓପ୍ନିଂ କରିବାକୁ ଆସିଥିବା ସନ୍ଦୀପ ପଟ୍ଟନାୟକ ଓ ନଟରାଜ ବେହେରା ମୁମ୍ୱାଇ ବୋଲରଙ୍କୁ ସାମ୍ନା କରିନପାରି ଆଉଟ୍‌ ହୋଇଯାଇଛନ୍ତି। ପରେ ବ୍ୟାଟିଂ କରିବାକୁ ଆସିଥିବା ସୁଭ୍ରାଂଶୁ ସେନାପତି ମଧ୍ୟ ଖାତା ଖୋଲିପାରିନାହାନ୍ତି। ତା’ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଗୋବିନ୍ଦ ପୋଦ୍ଦାଳ ମାତ୍ର ୨ ରନ୍‌ କରି ଆଉଟ୍‌ […]

ranji-trophy-getty1

ranji-trophy-getty1

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 11:52 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କିଟ୍‌ ପଡ଼ିଆରେ ଚାଲିଥିବା ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଓଡ଼ିଶା ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। କୌଣସି ରନ୍‌ ନକରି ତିନିଟି ୱିକେଟ୍‌ ହରାଇଛି। ଓପ୍ନିଂ କରିବାକୁ ଆସିଥିବା ସନ୍ଦୀପ ପଟ୍ଟନାୟକ ଓ ନଟରାଜ ବେହେରା ମୁମ୍ୱାଇ ବୋଲରଙ୍କୁ ସାମ୍ନା କରିନପାରି ଆଉଟ୍‌ ହୋଇଯାଇଛନ୍ତି। ପରେ ବ୍ୟାଟିଂ କରିବାକୁ ଆସିଥିବା ସୁଭ୍ରାଂଶୁ ସେନାପତି ମଧ୍ୟ ଖାତା ଖୋଲିପାରିନାହାନ୍ତି। ତା’ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଗୋବିନ୍ଦ ପୋଦ୍ଦାଳ ମାତ୍ର ୨ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏବେ ଶାନ୍ତନୁ ମିଶ୍ର ଓ ବିପ୍ଳବ ସାମନ୍ତରାୟ ବ୍ୟାଟିଂ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ୪ ୱିକେଟ୍‌ ହରାଇ ୪୯ ରନ୍‌ କରିଛି। ମୁମ୍ୱାଇ ଫାଷ୍ଟ୍‌ ବୋଲର ଧବଲ କୁଲକର୍ଣ୍ଣି ଓ ସର୍ଦ୍ଦୁଲ୍‌ ଠାକୁର ଦୁଇଟି ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଗତକାଲି ମୁମ୍ୱାଇ ସମସ୍ତ ଓୱିକେଟ୍‌ ହରାଇ ୨୮୯ ରନ୍‌ କରିଥିଲା। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୪ଟି, ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି, ବିପ୍ଳବ ସାମନ୍ତରାୟ ୨ଟି ଓ ଧୀରଜ ସିଂହ ଗୋଟିଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story