ଓଡ଼ିଶା-ଦିଲ୍ଲୀ ରଣଜୀ ମୁକାବିଲା ଦ୍ୱିତୀୟ ଦିନ: ୯୯/୧ରୁ ଖେଳ ଆରମ୍ଭ କରିବ ଦିଲ୍ଲୀ

ଭୁବନେଶ୍ୱର: ଭୁବନେଶ୍ୱରର କିଟ୍ ଷ୍ଟାଡ଼ିୟମରେ ଖେଳାଯାଉଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମୁକାବିଲାର ଆଜି ଦ୍ୱିତୀୟ ଦିନ। ଆଜି ଦିଲ୍ଲୀ ଦଳ ତାର ଅସମାପ୍ତ ଏକ ୱିକେଟ ବିନିମୟରେ ୯୯ ରନରୁ ଖେଳ ଆରମ୍ଭ କରିବ। ଗତକାଲି ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମ ଦିନରେ ମେଘୁଆ ପାଗ ଓ ଆଲୋକ ଅଭାବରୁ ମାତ୍ର ୪୮ ଓଭର ଖେଳ ସମ୍ଭବ ହୋଇପାରିଥିଲା। ଗତକାଲି ଟସ୍ ଜିତି ଓଡ଼ିଶା ଫିଲ୍ଡିଂ କରିବା ନିଷ୍ପତ୍ତି ନେଇଥିଲା। ଓଡିଶା ତରଫରୁ ବସନ୍ତ ମହାନ୍ତି ଗୋଟିଏ ୱିକେଟ […]

khala

khala

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 03:10 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରର କିଟ୍ ଷ୍ଟାଡ଼ିୟମରେ ଖେଳାଯାଉଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମୁକାବିଲାର ଆଜି ଦ୍ୱିତୀୟ ଦିନ। ଆଜି ଦିଲ୍ଲୀ ଦଳ ତାର ଅସମାପ୍ତ ଏକ ୱିକେଟ ବିନିମୟରେ ୯୯ ରନରୁ ଖେଳ ଆରମ୍ଭ କରିବ। ଗତକାଲି ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମ ଦିନରେ ମେଘୁଆ ପାଗ ଓ ଆଲୋକ ଅଭାବରୁ ମାତ୍ର ୪୮ ଓଭର ଖେଳ ସମ୍ଭବ ହୋଇପାରିଥିଲା। ଗତକାଲି ଟସ୍ ଜିତି ଓଡ଼ିଶା ଫିଲ୍ଡିଂ କରିବା ନିଷ୍ପତ୍ତି ନେଇଥିଲା। ଓଡିଶା ତରଫରୁ ବସନ୍ତ ମହାନ୍ତି ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି। ପ୍ରଥମ ଦିନରେ ଦିଲ୍ଲୀ ଧୃବ ସୋରେଙ୍କ ୱିକଟେ ହରାଇ ୯୯ ରନ୍ ସଂଗ୍ରହ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story