ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ: ଉଭୟ ଦଳର ଜୋରଦାର ଅଭ୍ୟାସ

ଭୁବନେଶ୍ୱର: ଆସନ୍ତାକାଲି କିଟ୍ ଷ୍ଟାଡିୟମରେ ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ୍ ଖେଳାଯିବ। ଏନେଇ ଉଭୟ ଦଳ ଜୋରଦାର ଅଭ୍ୟାସ କରୁଛନ୍ତି ।  ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ଖେଳିଥିବା ୪ଟି ମ୍ୟାଚ ମଧ୍ୟରୁ ୨ଟିରେ ବିଜୟ ଓ ୨ଟି ପରାଜୟ ହୋଇ ମୋଟ ୧୫ପଏଣ୍ଟ ସହ ଟେବୁଲର ଏକ ନମ୍ୱର ସ୍ଥାନରେ ରହିଛି। ସେହିପରି ଓଡ଼ିଶା ଗୋଟିଏ ମ୍ୟାଚ ଜିତିବା ସହ ଦୁଇଟି ମ୍ୟାଚ୍ ଡ୍ର ରଖିଛି ।

ranji match

ranji match

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 10:10 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି କିଟ୍ ଷ୍ଟାଡିୟମରେ ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ୍ ଖେଳାଯିବ। ଏନେଇ ଉଭୟ ଦଳ ଜୋରଦାର ଅଭ୍ୟାସ କରୁଛନ୍ତି ।  ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ଖେଳିଥିବା ୪ଟି ମ୍ୟାଚ ମଧ୍ୟରୁ ୨ଟିରେ ବିଜୟ ଓ ୨ଟି ପରାଜୟ ହୋଇ ମୋଟ ୧୫ପଏଣ୍ଟ ସହ ଟେବୁଲର ଏକ ନମ୍ୱର ସ୍ଥାନରେ ରହିଛି। ସେହିପରି ଓଡ଼ିଶା ଗୋଟିଏ ମ୍ୟାଚ ଜିତିବା ସହ ଦୁଇଟି ମ୍ୟାଚ୍ ଡ୍ର ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos