ଓଡ଼ିଶା ଫେରିଲେ ସ୍ୱର୍ଣ୍ଣ ବିଜେତା ଅନ୍ୱେଷା ମିଶ୍ର

ଭୁବନେଶ୍ୱର: ଓଡ଼ିଶା ଫେରିଲେ ଚେସ୍‌ ତାରକା ଅନ୍ୱେଷା ମିଶ୍ର। ଆଜି ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ନିକଟରେ ମଙ୍ଗୋଲିଆରେ ଏସିଆନ୍ ୟୁଥ୍‌ ଚେସ୍‌ ଚାମ୍ପିଅନ୍‌ସିପରେ ଅନ୍ୱେଷା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଅନ୍ୱେଷାଙ୍କ ସହ ଏସି୍ଆନ୍ ଚାମ୍ପିଅନ୍‌ସିପ୍‌ରେ ୮ ବର୍ଷରୁ କମ୍‌ ବୟସ ବର୍ଗରେ ପଞ୍ଚମ ସ୍ଥାନରେ  ରହିଥିବା ଇପ୍‌ସିତା ରାଉତ ମଧ୍ୟ ଓଡ଼ିଶା ଫେରିଛନ୍ତି।

odisha

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 01:00 PM IST

ଭୁବନେଶ୍ୱର: ଓଡ଼ିଶା ଫେରିଲେ ଚେସ୍‌ ତାରକା ଅନ୍ୱେଷା ମିଶ୍ର। ଆଜି ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ନିକଟରେ ମଙ୍ଗୋଲିଆରେ ଏସିଆନ୍ ୟୁଥ୍‌ ଚେସ୍‌ ଚାମ୍ପିଅନ୍‌ସିପରେ ଅନ୍ୱେଷା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଅନ୍ୱେଷାଙ୍କ ସହ ଏସି୍ଆନ୍ ଚାମ୍ପିଅନ୍‌ସିପ୍‌ରେ ୮ ବର୍ଷରୁ କମ୍‌ ବୟସ ବର୍ଗରେ ପଞ୍ଚମ ସ୍ଥାନରେ  ରହିଥିବା ଇପ୍‌ସିତା ରାଉତ ମଧ୍ୟ ଓଡ଼ିଶା ଫେରିଛନ୍ତି।

Related story