ଓଡ଼ିଶା ଫେରିଲେ ବିଶ୍ୱ ଆମେଚର୍ ଚେସ୍‌ ଚାମ୍ପିଅନ୍‌ସିପ୍‌ର ରୌପ୍ୟ ବିଜେତା ଅପରାଜିତା

ଭୁବନେଶ୍ୱର: ଗ୍ରୀସ୍‌ରେ ଅନୁଷ୍ଠିତ ବିଶ୍ୱ ଆମେଚର୍ ଚେସ୍‌ ଚାମ୍ପିଅନ୍‌ସିପ୍‌ରେ ରୌପ୍ୟ ପଦକ ଜିତିଥିବା ଅପରାଜିତା ଗୋଛିକାର ଆଜି ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ  କରାଯାଇଥିଲା। ଅପରାଜିତା ୯ ରାଉଣ୍ଡରୁ ୬.୫ ପଏଣ୍ଟ୍ ହାସଲ କରି ଏହି ସଫଳତା ପାଇଛନ୍ତି।

aparajita

Rakesh Mallick
  • Published: Sunday, 01 May 2016
  • , Updated: 01 May 2016, 07:20 AM IST

Related story