ଓଡ଼ିଶା-ହରିୟାଣା ରଣଜୀ ମ୍ୟାଚ୍: ୨୮୦ ରନରୁ ଦ୍ୱିତୀୟ ଦିନର ଖେଳ ଆରମ୍ଭ କଲା ଓଡ଼ିଶା

ଲାହଲି: ହରିୟାଣା ବିପକ୍ଷ ରଣଜୀ ମ୍ୟାଚରେ ଓଡିଶା ଦମଦାର ବ୍ୟାଟିଂ କରିଛି। ଆଜି ୨୮୦ ରନରୁ ଓଡ଼ିଶା ଖେଳ ଆରମ୍ଭ କରିଛି । ଲାହଲିରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ ଶତକ ଜମାଇଥିଲେ କ୍ୟାପଟେନ୍ ନଟରାଜ ବେହେରା ଏବଂ ରଣଜିତ୍ ସିଂ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓଡିଶା ଗୋଟିଏ ୱିକେଟ ହରାଇ ୨୮୦ ରନ୍ କରିଥିଲା । ଚଳିତ ସିଜନରେ ନଟରାଜଙ୍କ ଏହା ପ୍ରଥମ ଶତକ ହୋଇଥିବା ବେଳେ ପ୍ରଥମ ଶ୍ରେଣୀ କ୍ରିକେଟରେ […]

ranji

ranji

Rakesh Mallick
  • Published: Monday, 16 November 2015
  • Updated: 16 November 2015, 04:11 AM IST

Sports

Latest News

ଲାହଲି: ହରିୟାଣା ବିପକ୍ଷ ରଣଜୀ ମ୍ୟାଚରେ ଓଡିଶା ଦମଦାର ବ୍ୟାଟିଂ କରିଛି। ଆଜି ୨୮୦ ରନରୁ ଓଡ଼ିଶା ଖେଳ ଆରମ୍ଭ କରିଛି । ଲାହଲିରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ ଶତକ ଜମାଇଥିଲେ କ୍ୟାପଟେନ୍ ନଟରାଜ ବେହେରା ଏବଂ ରଣଜିତ୍ ସିଂ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓଡିଶା ଗୋଟିଏ ୱିକେଟ ହରାଇ ୨୮୦ ରନ୍ କରିଥିଲା । ଚଳିତ ସିଜନରେ ନଟରାଜଙ୍କ ଏହା ପ୍ରଥମ ଶତକ ହୋଇଥିବା ବେଳେ ପ୍ରଥମ ଶ୍ରେଣୀ କ୍ରିକେଟରେ ଅଷ୍ଟମ ଶତକ। ସେହିପରି ନିଜର ଦ୍ୱିତୀୟ ରଣଜୀ ମ୍ୟାଚରେ ଶତକ ଜମାଇଛନ୍ତି ଯୁବ ବ୍ୟାଟସମ୍ୟାନ ରଣଜିତ ସିଂ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos