ଓଡ଼ିଶା-କର୍ଣ୍ଣାଟକ ରଣଜୀ ମୁକାବିଲା: କର୍ଣ୍ଣାଟକ ପ୍ରଥମ ଇନିଂସରେ ୨୫୫/୩

ମହୀଶୂର: ମହୀଶୂରଠାରେ ଚାଲିଥିବା ଓଡ଼ିଶା-କର୍ଣ୍ଣାଟକ ରଣଜୀ ମୁକାବିଲାର ଦ୍ୱିତୀୟ ଦିନରେ ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା କର୍ଣ୍ଣାଟକ ଦଳ ପ୍ରଥମ ଇନିଂସରେ ୩ ଟି ୱିକେଟ୍ ହରାଇ୨୫୫ ରନ୍ ସଂଗ୍ରହ କରିଛି। ଏହାସହିତ ଦଳ ଆଜି ସୁଦ୍ଧା ପ୍ରଥମ ଇନିଂସରେ ଓଡ଼ିଶାଠାରୁ ୨୩ ରନରେ ଆଗୁଆ ରହିଛି। ଓଡ଼ିଶା ଦଳ ପ୍ରଥମ ଇନିଂସରେ ୨୩୨ ରନ୍ କରିଛି। ମହାରାଷ୍ଟ୍ର ପକ୍ଷରୁ ରବିନ୍ ଉଥାପ୍ପା ସର୍ବାଧିକ ୮୩(୧୮୧ ବଲ୍) ରନ୍ କରି ଅପରାଜିତ ରହିଥିବା ବେଳେ କରୁନ୍ ନାୟାର୍ […]

rabin uthappa

rabin uthappa

Rakesh Mallick
  • Published: Sunday, 08 November 2015
  • Updated: 08 November 2015, 11:19 AM IST

Sports

Latest News

ମହୀଶୂର: ମହୀଶୂରଠାରେ ଚାଲିଥିବା ଓଡ଼ିଶା-କର୍ଣ୍ଣାଟକ ରଣଜୀ ମୁକାବିଲାର ଦ୍ୱିତୀୟ ଦିନରେ ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା କର୍ଣ୍ଣାଟକ ଦଳ ପ୍ରଥମ ଇନିଂସରେ ୩ ଟି ୱିକେଟ୍ ହରାଇ୨୫୫ ରନ୍ ସଂଗ୍ରହ କରିଛି। ଏହାସହିତ ଦଳ ଆଜି ସୁଦ୍ଧା ପ୍ରଥମ ଇନିଂସରେ ଓଡ଼ିଶାଠାରୁ ୨୩ ରନରେ ଆଗୁଆ ରହିଛି। ଓଡ଼ିଶା ଦଳ ପ୍ରଥମ ଇନିଂସରେ ୨୩୨ ରନ୍ କରିଛି।

ମହାରାଷ୍ଟ୍ର ପକ୍ଷରୁ ରବିନ୍ ଉଥାପ୍ପା ସର୍ବାଧିକ ୮୩(୧୮୧ ବଲ୍) ରନ୍ କରି ଅପରାଜିତ ରହିଥିବା ବେଳେ କରୁନ୍ ନାୟାର୍ ୫୨ରନ୍(୧୩୦ ବଲ୍) ରନ୍ କରି ଅପରାଜିତ ରହିଛନ୍ତି। ଏହି ଦୁହେଁ ଆସନ୍ତାକାଲି ପୁଣି ମ୍ୟାଚକୁ ଆଗେଇ ନେବେ। ସେହିପରି ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ୍ ୧୪୯ ବଲରୁ ୭୮ ରନ୍ କରିଥିବା ବେଳେ ଅଭିଷେକ ରେଡ୍ଡି ୧୦୨ ବଲରୁ ୩୬ ରନ୍ ସଂଗ୍ରହ କରିଛନ୍ତି।

ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୨ଟି ୱିକେଟ୍ ନେଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ୱିକେଟ୍ ହାସଲ କରିଛନ୍ତି।
ଗତକାଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଟିମ୍ ୨୩୨ ରନରେ ଅଲଆଉଟ୍ ହୋଇଯାଇଥିଲା। ଗୋବିନ୍ଦ ପୋଦ୍ଦାର ସର୍ବାଧିକ ୧୫୩ ରନ୍ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story