ଓଡ଼ିଶା କ୍ରୀଡା ଜଗତ ପାଇଁ କଳଙ୍କ: ଡୋପ୍ ଟେଷ୍ଟରେ ବିଫଳ ଦୁଇ ଓଡ଼ିଆ ୱେଟଲିଫଟର ନିଲମ୍ବିତ

ଭୁବନେଶ୍ୱର: ଓଡ଼ିଶା କ୍ରୀଡା ଜଗତରେ ଏକ କଳଙ୍କର ଅଧ୍ୟାୟ ଯୋଡି ହୋଇଛି। ଡୋପ୍ ଟେଷ୍ଟରେ ବିଫଳ ହୋଇ ଦୁଇ ଓଡ଼ିଆ ୱେଟଲିଫଟର ପ୍ରମିଳା କିରସାନୀ ଏବଂ ମିନତୀ ସେଠୀ ନିଲମ୍ବିତ ହୋଇଛନ୍ତି। ନିକଟରେ ପୁଣେରେ ଶେଷ ହୋଇଥିବା କମନବେଲଥ ୱେଟଲିଫଟିଂ ଚାମ୍ପିଅନସିପ ସମୟରେ ଏହି ଦୁଇ ଖେଳାଳି ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଜଣାପଡିଛି। ଏହା ଜଣାପଡ଼ିବା ପରେ  ପ୍ରମିଳା ଏବଂ ମିନତୀଙ୍କୁ  ନିଲମ୍ୱିତ କରାଯାଇଛି । ବିଶ୍ୱ ଚାମ୍ପିଅନସିପ୍ ପାଇଁ ଘୋଷିତ ଭାରତୀୟ ଦଳରୁ ମଧ୍ୟ […]

pramila-minati

pramila-minati

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 04:07 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା କ୍ରୀଡା ଜଗତରେ ଏକ କଳଙ୍କର ଅଧ୍ୟାୟ ଯୋଡି ହୋଇଛି। ଡୋପ୍ ଟେଷ୍ଟରେ ବିଫଳ ହୋଇ ଦୁଇ ଓଡ଼ିଆ ୱେଟଲିଫଟର ପ୍ରମିଳା କିରସାନୀ ଏବଂ ମିନତୀ ସେଠୀ ନିଲମ୍ବିତ ହୋଇଛନ୍ତି। ନିକଟରେ ପୁଣେରେ ଶେଷ ହୋଇଥିବା କମନବେଲଥ ୱେଟଲିଫଟିଂ ଚାମ୍ପିଅନସିପ ସମୟରେ ଏହି ଦୁଇ ଖେଳାଳି ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଜଣାପଡିଛି। ଏହା ଜଣାପଡ଼ିବା ପରେ  ପ୍ରମିଳା ଏବଂ ମିନତୀଙ୍କୁ  ନିଲମ୍ୱିତ କରାଯାଇଛି । ବିଶ୍ୱ ଚାମ୍ପିଅନସିପ୍ ପାଇଁ ଘୋଷିତ ଭାରତୀୟ ଦଳରୁ ମଧ୍ୟ ଏମାନେ ବାଦ୍ ଦିଆଯାଇଛି।

ପୁଣେରେ ହୋଇଥିବା କମନବେଲଥ୍ ୱେଟଲିଫଟିଂ ଚାମ୍ପିଅନସିପରେ ପ୍ରମିଳା ୫୩ କିଲୋଗ୍ରାମ ବର୍ଗରେ ରୌପ୍ୟ ଏବଂ ମିନତୀ ୫୮ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ଜିତିଥିଲେ। ତେବେ ଏହି ପ୍ରତିଯୋଗିତା ଅବସରରେ ଦୁଇ ଜଣ ବେଆଇନ ଘୋଷିତ ଆନାବୋଲିକ୍ ଷ୍ଟେରଏଡ ଷ୍ଟାନୋଜୋଲୋଲ୍ ସେବନ୍ କରିଥିବା ଜଣାପଡିଥିଲା । ପ୍ରମିଳା  ଏବଂ ମିନତୀ ରିଓ ଅଲମ୍ପିକ୍ ପାଇଁ ପ୍ରସ୍ତୁତ ହେଉଥିବା ଟିମର ସଦସ୍ୟ ଥିଲେ। ତେବେ ଏହି ଦୁଇ ଜଣ ନିଲମ୍ୱିତ ହେବା ପରେ ଭାରତୀୟ ୱେଟଲିଫଟିଂ ମହାସଂଘର ଚିନ୍ତା ବଢିଯାଇଛି । କାରଣ ବର୍ଷକ ମଧ୍ୟରେ ୩ଜଣ ଆଥଲେଟ୍ ଡୋପ୍ ଟେଷ୍ଟରେ ଧାରା ପଡିଲେ ମହାସଂଘ ନିଲମ୍ୱିତ ହେବାର ସମ୍ଭାବନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story