ପୁଣି ବାହାବା ସାଉଁଟିଲା ଓଡ଼ିଶା: କଳିଙ୍ଗ ଷ୍ଟାଡିୟମକୁ ବିଦେଶୀ ଖେଳାଳିଙ୍କ ଭୂରି ଭୂରି ପ୍ରଶଂସା

ଭୁବନେଶ୍ୱର: ଚାମ୍ପିଅନ୍ସ ଟ୍ରଫି ହକି, ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ପରେ ହକି ବିଶ୍ୱଲିଗ୍‌ର ସଫଳ ଆୟୋଜନ କରିଛି ଓଡ଼ିଶା। ଗୋଟିକ ପରେ ଗୋଟିଏ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରି ପୂରା ଦେଶର ଦୃଷ୍ଟି ଆକର୍ଷଣ କରିଛି ଓଡ଼ିଶା। ଏହା ସହିତ ରାଜଧାନୀ ଭୁବନେଶ୍ୱର ଏକ ସ୍ପୋର୍ଟସ ହବ୍‌ରେ ପରିଣତ ହୋଇଛି। ହକି ବିଶ୍ୱଲିଗ୍ ଖେଳିବାକୁ ଆସିଥିବା ଖେଳାଳି କଳିଙ୍ଗ ଷ୍ଟାଡିୟମ ଓ ଭୁବନେଶ୍ୱରରେ ହୋଇଥିବା ଆୟୋଜନର ଭୂରି ଭୂରି ପ୍ରଶଂସା କରିଛନ୍ତି। ୨୦୧୮ ହକି ବିଶ୍ୱକପ୍  […]

Kalinga-Stadium-Hockey image

Kalinga-Stadium-Hockey image

Rakesh Mallick
  • Published: Monday, 11 December 2017
  • Updated: 11 December 2017, 11:12 PM IST

Sports

Latest News

ଭୁବନେଶ୍ୱର: ଚାମ୍ପିଅନ୍ସ ଟ୍ରଫି ହକି, ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ପରେ ହକି ବିଶ୍ୱଲିଗ୍‌ର ସଫଳ ଆୟୋଜନ କରିଛି ଓଡ଼ିଶା। ଗୋଟିକ ପରେ ଗୋଟିଏ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରି ପୂରା ଦେଶର ଦୃଷ୍ଟି ଆକର୍ଷଣ କରିଛି ଓଡ଼ିଶା। ଏହା ସହିତ ରାଜଧାନୀ ଭୁବନେଶ୍ୱର ଏକ ସ୍ପୋର୍ଟସ ହବ୍‌ରେ ପରିଣତ ହୋଇଛି।

ହକି ବିଶ୍ୱଲିଗ୍ ଖେଳିବାକୁ ଆସିଥିବା ଖେଳାଳି କଳିଙ୍ଗ ଷ୍ଟାଡିୟମ ଓ ଭୁବନେଶ୍ୱରରେ ହୋଇଥିବା ଆୟୋଜନର ଭୂରି ଭୂରି ପ୍ରଶଂସା କରିଛନ୍ତି। ୨୦୧୮ ହକି ବିଶ୍ୱକପ୍  କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବାରୁ ସେମାନେ ଏଥିରେ ଖେଳିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ମାର୍କ ନୋଏଲ୍ସ ଓ ଆର୍ଜେଣ୍ଟିନା ଅଧିନାୟକ ପେଲେଟ୍ ଗୋଞ୍ଜାଲୋ। ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା ଚାମ୍ପିଅନ୍‌ସ ଟ୍ରଫି ହକି। ତେବେ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପ୍‌ର ସଫଳ ଆୟୋଜନ କରି ଚର୍ଚ୍ଚାକୁ ଆସିଥିଲା ଭୁବନେଶ୍ୱର। ଆଉ ଏବେ ହକି ବିଶ୍ୱଲିଗ୍‌କୁ ପରେ ଆଗକୁ ରହିଛି ହକି ବିଶ୍ୱକପ୍ ୨୦୧୮। ତା’ସହିତ ଇଣ୍ଡିଆନ୍ ସୁପରଲିଗ୍ ଫୁଟବଲ୍‌ର ଦୁଇଟି ମ୍ୟାଚ୍ ସମେତ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବା ସମ୍ଭାବନା ରହିଛି। ଏପଟେ ବିଶ୍ୱକପ୍ ହକିକୁ ସଫଳ କରିବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଓଡ଼ିଶାରେ ଏମିତି ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଉତ୍ସାହ। ଯୁବ ଖେଳାଳିଙ୍କ ପାଇଁ ଏସବୁ ହେଉଛି ଅଭିଜ୍ଞତା ହାସଲ କରିବାର ନିଆରା ସୁଯୋଗ। ଖେଳାଳି ହୁଅନ୍ତୁ କି ଦର୍ଶକ, ଏଭଳି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ସ୍ୱାଗତ କରିଛନ୍ତି।

https://youtu.be/CCaCfLueUiw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story