ଓଡ଼ିଶା-ରାଜସ୍ଥାନ ରଣଜୀ ମୁକାବିଲା: ରାଜସ୍ଥାନ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ

ଜୟପୁର: ସିୱାଇ ମାନସିଂହ ଷ୍ଟାଡିୟମରେ ଓଡ଼ିଶା-ରାଜସ୍ଥାନ ମଧ୍ୟରେ ଖେଳା ଯାଉଥିବା ରଣଜୀ ମ୍ୟାଚରେ ରାଜସ୍ଥାନ ଆଗରେ ଓଡ଼ିଶା ୨୩୦ ରନର ବିଜୟ ଲକ୍ଷ୍ୟ ରଖିଛି। ଏଥିରୁ ଆଜି ଘରୋଇ ଦଳ ୭୯ ରନ୍ ସଂଗ୍ରହ କରି ସାରିଛି। ତେବେ ୨ଟି ୱିକେଟ୍ ମଧ୍ୟ ହରାଇଛି। ବାକି ୧୫୧ ରନ୍ ସଂଗ୍ରହ କରିବା ପାଇଁ ଦଳ ପାଖରେ ଦୁଇ ଦିନ ବାକି ଅଛି। ତେବେ ଦଳ ବିଜୟ ଟାର୍ଗେଟ୍ ଛୁଇଁ ପାରୁଛି ନା ପ୍ରଥମ ଇନିଂସ ଭଳି ଓଡ଼ିଶାର […]

ranjee

ranjee

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 01:31 PM IST

Sports

Latest News

ଜୟପୁର: ସିୱାଇ ମାନସିଂହ ଷ୍ଟାଡିୟମରେ ଓଡ଼ିଶା-ରାଜସ୍ଥାନ ମଧ୍ୟରେ ଖେଳା ଯାଉଥିବା ରଣଜୀ ମ୍ୟାଚରେ ରାଜସ୍ଥାନ ଆଗରେ ଓଡ଼ିଶା ୨୩୦ ରନର ବିଜୟ ଲକ୍ଷ୍ୟ ରଖିଛି। ଏଥିରୁ ଆଜି ଘରୋଇ ଦଳ ୭୯ ରନ୍ ସଂଗ୍ରହ କରି ସାରିଛି। ତେବେ ୨ଟି ୱିକେଟ୍ ମଧ୍ୟ ହରାଇଛି। ବାକି ୧୫୧ ରନ୍ ସଂଗ୍ରହ କରିବା ପାଇଁ ଦଳ ପାଖରେ ଦୁଇ ଦିନ ବାକି ଅଛି। ତେବେ ଦଳ ବିଜୟ ଟାର୍ଗେଟ୍ ଛୁଇଁ ପାରୁଛି ନା ପ୍ରଥମ ଇନିଂସ ଭଳି ଓଡ଼ିଶାର ବୋଲରଙ୍କ ସମ୍ମୁଖରେ ଚିତ୍ ମାରୁଛି, ତାହା ଆସନ୍ତାକାଲି ଜଣାପଡ଼ିବ।

ଗତକାଲି ପ୍ରଥମ ଇନିଂସରେ ୨୮ ରନ୍ କରି ୬ଟି ୱିକେଟ୍ ହରାଇଥିବା ରାଜସ୍ଥାନ ଟିମ୍ ଆଜି ଦଳର ସ୍କୋର ବୋର୍ଡରେ ଆଉ ମାତ୍ର ୨୩ ରନ୍ ଯୋଡ଼ି ପାରିଥିଲା। ୫୧ ରନରେ ଦଳ ଅଲଆଉଟ୍ ହୋଇଯାଇଥିଲା। ଏହା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ଓଡ଼ିଶା ଟିମ୍। ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୧୦ ରନରେ ଦଳ ୩ଟି ୱିକେଟ୍ ହରାଇଥିଲା। ନଟରାଜ ବେହେରା ୧, ଗୋବିନ୍ଦ ପୋଦ୍ଦାର ୩ ଓ ଅନୁରାଗ ଷଡ଼ଙ୍ଗୀ ଶୂନ ରନ୍ କରି ଆଉଟ୍ ହୋଇଯାଇଥିଲେ। ଦଳୀୟ ସ୍କୋର ୧୫ ହୋଇଥିବା ବେଳେ ଓପନର୍ ଶୁଭ୍ରଜିତ୍ ସାହୁ ୪ ରନ୍ କରି ଆଉଟ୍ ହୋଇଥିଲେ। ରଣଜିତ୍ ସିଂହ ଓ ଅରବିନ୍ଦ ସିଂହ ପାଳି ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ତେବେ ଦଳୀୟ ସ୍କୋର ୬୮ ରନ୍ ହୋଇଥିବା ବେଳେ ରଣଜିତ୍ ୩୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ୩୦ ରନ୍ କରି ଆଉଟ୍ ହୋଇଥିଲେ। ସେ ଆଉଟ୍ ହୋଇଯିବା ପରେ ଅରବିନ୍ଦ ସିଂହ ମଧ୍ୟ ଆଉଟ୍ ହୋଇଯାଇଥିଲେ। ସେ ୫୯ ବଲରୁ ୧୨ ରନ୍ କରିଥିଲେ।  ହଲଧର ଦାସ ଓ ଦୀପକ ବେହରେ ଯଥାକ୍ରମେ ଶୂନ ଓ ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ଦଳ ପକ୍ଷରୁ ଆଲୋକ ସାହୁ ସର୍ବାଧିକ ୩୧ ରନ୍ କରିଥିଲେ।

ରାଜସ୍ଥାନ ଦ୍ୱିତୀୟ ଇନିଂସରେ ୭୯ ରନ୍ କରିଛି ଓ ୨ଟି ୱିକେଟ୍ ହରାଇଛି। ଆଜି ଷ୍ଟମ୍ପ୍ସ ଅପସାରଣ ବେଳକୁ ଦଳପକ୍ଷରୁ ବ୍ୟକ୍ତିଗତ ଭାବେ ପିଆର ଯାଦବ ୫୬ ରନ (୫୦ବଲ) ଓ ଟିଏମ ଉଲ ହକ୍ ୧୫ରନ (୫୭ ବଲ) ସଂଗ୍ରହ କରି ଅପରାଜିତ ଅଛନ୍ତି।

ଓଡ଼ିଶା ପ୍ରଥମ ଇନିଂସରେ ୧୫୧ ରନ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story