ଓଡ଼ିଶାର ରଣଜୀ ଦଳ ଘୋଷିତ: ପୋଦ୍ଦାର ଅଧିନାୟକ, ନଟରାଜ୍ ବାଦ୍

କଟକ: ଆଜି ଓଡ଼ିଶାର ରଣଜୀ ଦଳ ଘୋଷଣା କରାଯାଇଛି। ରଣଜୀ ସିଜିନ୍‌ର ପ୍ରଥମ ମ୍ୟାଚ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଗୋବିନ୍ଦ ପୋଦ୍ଦାରଙ୍କୁ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଦଳରେ ୪ ଜଣ ନୂଆ ମୁହଁ ସ୍ଥାନ ପାଇଥିବା ବେଳେ ନଟରାଜ ବେହେରା ବାଦ୍ ପଡ଼ିଛନ୍ତି। ଦଳରେ ସ୍ଥାନ ପାଇଥିବା ୪ ନୂଆ ମୁହଁ ହେଲେ ଶୁଭ୍ରାଂଶୁ ସେନାପତି, ସନ୍ଦୀପ ପଟ୍ଟନାୟକ, ଅବିନାଶ ଶାହା ଓ ରଶ୍ମରଞ୍ଜନ  ସାହୁ।

gobinda poddar

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 09:53 PM IST

Related story