ଓଡ଼ିଶା ରଣଜୀ ଦଳ ଘୋଷଣା

କଟକ (ଓଡ଼ିଶା ରିପୋର୍ଟର): ଆଗାମୀ ରଣଜୀ ସିଜନ ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି। ଓଡିଶା କ୍ରିକେଟ ଆସୋସିଏସନର ସିନିୟର ସିଲେକ୍ସନ କମିଟି ଆଜି ୧୫ ଜଣିଆ ରଣଜୀ ଦଳ ଘୋଷଣା କରିଛନ୍ତି। ଦଳର ନେତୃତ୍ୱ ନେବେ ଗୋବିନ୍ଦ ପୋଦ୍ଦାର। ଦଳରେ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି ଶାନ୍ତନୁ ମିଶ୍ର। ଅନ୍ୟ ଖେଳାଳିମାନେ ହେଲେ  ନଟରାଜ ବେହେରା, ସନ୍ଦୀପ ପଟ୍ଟନାୟକ, ଅଭିନାଶ ଶାହା, ରଣଜିତ ସିଂହ,  ବିପ୍ଳବ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି, ସୌରଭ ରାଓ୍ୱତ, ଧୀରଜ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 05:44 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଆଗାମୀ ରଣଜୀ ସିଜନ ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି। ଓଡିଶା କ୍ରିକେଟ ଆସୋସିଏସନର ସିନିୟର ସିଲେକ୍ସନ କମିଟି ଆଜି ୧୫ ଜଣିଆ ରଣଜୀ ଦଳ ଘୋଷଣା କରିଛନ୍ତି। ଦଳର ନେତୃତ୍ୱ ନେବେ ଗୋବିନ୍ଦ ପୋଦ୍ଦାର। ଦଳରେ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି ଶାନ୍ତନୁ ମିଶ୍ର।

ଅନ୍ୟ ଖେଳାଳିମାନେ ହେଲେ  ନଟରାଜ ବେହେରା, ସନ୍ଦୀପ ପଟ୍ଟନାୟକ, ଅଭିନାଶ ଶାହା, ରଣଜିତ ସିଂହ,  ବିପ୍ଳବ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି, ସୌରଭ ରାଓ୍ୱତ, ଧୀରଜ ସିଂହ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ , ଆଲୋକ ମଙ୍ଗରାଜ ଓ ଦୀପକ ବେହେରା। ଦଳର କୋଚ ରହିଛନ୍ତି ଶିବସୁନ୍ଦର ଦାସ। ଆସନ୍ତା ୬ ତାରିଖରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚ୍ ତ୍ରିପୁରା ବିପକ୍ଷରେ ଖେଳିବ। ସେହିପରି ୨୩ ବର୍ଷରୁ କମ୍ ଓଡିଶା ଟିମ୍ ମଧ୍ୟ ଘୋଷଣା ହୋଇଛି।

ଏହି  ୧୫ ଜଣିଆ ଟିମ୍‌ର ନେତୃତ୍ୱ ନେବେ ଦେବେନ୍ଦ୍ର କୁଅଁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story