ହୋମ୍‌ ଗ୍ରାଉଣ୍ଡରେ ଆଜି ଓଡ଼ିଶାର ଶେଷ ରଣଜୀ ମ୍ୟାଚ୍‌

କଟକ: ହୋମ୍ ଗ୍ରାଉଣ୍ଡରେ ଆଜି ଓଡ଼ିଶା ଖେଳିବ ଶେଷ ରଣଜୀ ମ୍ୟାଚ୍। କଟକର ଡ୍ରିମ୍‌ସ ଗ୍ରାଉଣ୍ଡରେ ଆଜି ଓଡ଼ିଶା-ତାମିଲନାଡୁ ରଣଜୀ ମୁକାବିଲା ଅନୁଷ୍ଠିତ ହେବ। ମୁମ୍ବାଇଠାରୁ ପରାସ୍ତ ହେବା ପରେ ବ୍ୟାକଫୁଟରେ ରହିଛି ଘରୋଇ ଦଳ। ତେଣୁ ଟିମ୍‌ ଓଡ଼ିଶା ପାଇଁ ଏହା ହେବ ଏସିଡ ଟେଷ୍ଟ୍।  କ୍ୟାପଟେନ୍‌ ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସାମତରାୟଙ୍କ ସହ ଅନ୍ୟମାନଙ୍କ ବ୍ୟାଟିଂ ଫର୍ମ ଦଳକୁ ଚିନ୍ତାରେ ପକାଇଛି। ସେହିପରି ବୋଲିଂରେ ମଧ୍ୟ ଦଳ ବସନ୍ତ ମହାନ୍ତିଙ୍କ ଉପରେ ସମ୍ପୂର୍ଣ୍ଣ […]

Cricket-Ball-and-Bat-

Cricket-Ball-and-Bat-

Rakesh Mallick
  • Published: Thursday, 09 November 2017
  • Updated: 09 November 2017, 08:15 AM IST

Sports

Latest News

କଟକ: ହୋମ୍ ଗ୍ରାଉଣ୍ଡରେ ଆଜି ଓଡ଼ିଶା ଖେଳିବ ଶେଷ ରଣଜୀ ମ୍ୟାଚ୍। କଟକର ଡ୍ରିମ୍‌ସ ଗ୍ରାଉଣ୍ଡରେ ଆଜି ଓଡ଼ିଶା-ତାମିଲନାଡୁ ରଣଜୀ ମୁକାବିଲା ଅନୁଷ୍ଠିତ ହେବ। ମୁମ୍ବାଇଠାରୁ ପରାସ୍ତ ହେବା ପରେ ବ୍ୟାକଫୁଟରେ ରହିଛି ଘରୋଇ ଦଳ। ତେଣୁ ଟିମ୍‌ ଓଡ଼ିଶା ପାଇଁ ଏହା ହେବ ଏସିଡ ଟେଷ୍ଟ୍।  କ୍ୟାପଟେନ୍‌ ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସାମତରାୟଙ୍କ ସହ ଅନ୍ୟମାନଙ୍କ ବ୍ୟାଟିଂ ଫର୍ମ ଦଳକୁ ଚିନ୍ତାରେ ପକାଇଛି। ସେହିପରି ବୋଲିଂରେ ମଧ୍ୟ ଦଳ ବସନ୍ତ ମହାନ୍ତିଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି।  ଅନ୍ୟପଟେ ତାମିଲନାଡୁ ମଧ୍ୟ ଏହି ମ୍ୟାଚ୍ ଜିତି ଚଳିତ ସିଜିନରେ ଖାତା ଖୋଲିବା ସୁଯୋଗକୁ ହତାଛଡ଼ା କରିବାକୁ ଚାହିଁବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story