ଓଡ଼ିଶା-ବିଦର୍ଭ ରଣଜୀ ମ୍ୟାଚ୍ ଡ୍ର

ଭୁବନେଶ୍ୱର: ଓଡ଼ିଶା-ବିଦର୍ଭ ରଣଜୀ ମ୍ୟାଚ୍ ଡ୍ର ହୋଇଯାଇଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଦର୍ଭକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା ୧ ପଏଣ୍ଟ ପାଇଛି। ପ୍ରଥମ ଇନିଂସରେ ୯୯ ରନ୍ କରିଥିବା ବିଦର୍ଭ ଅଧିନାୟକ ଏଫ୍‌.ୱାଇ ଫଜଲଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଛି। ବିଶାଖାପାଟଣାର ୱାଇ.ଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଥିଲା। ଦଳ ପ୍ରଥମ ଇନିଂସରେ ଦଳ ସମସ୍ତ ୱିକେଟ୍ […]

chakichalasana

chakichalasana

Rakesh Mallick
  • Published: Sunday, 09 October 2016
  • Updated: 09 October 2016, 05:42 PM IST

Sports

Latest News

bat and ballଭୁବନେଶ୍ୱର: ଓଡ଼ିଶା-ବିଦର୍ଭ ରଣଜୀ ମ୍ୟାଚ୍ ଡ୍ର ହୋଇଯାଇଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଦର୍ଭକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା ୧ ପଏଣ୍ଟ ପାଇଛି। ପ୍ରଥମ ଇନିଂସରେ ୯୯ ରନ୍ କରିଥିବା ବିଦର୍ଭ ଅଧିନାୟକ ଏଫ୍‌.ୱାଇ ଫଜଲଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଛି।

ବିଶାଖାପାଟଣାର ୱାଇ.ଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଥିଲା। ଦଳ ପ୍ରଥମ ଇନିଂସରେ ଦଳ ସମସ୍ତ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା। ବିଦର୍ଭ ପ୍ରଥମ ଇନିଂସରେ ୨୭୨ ରନ୍ କରି ପାଳି ଘୋଷଣା କରିଥିଲା। ଦଳ ୬ଟି ୱିକେଟ୍ ହରାଇ ଥିଲା। ଓଡ଼ିଶା ଦ୍ୱିତୀୟ ଇନିଂସରେ ୯ ୱିକେଟ୍ ହରାଇ ୨୭୪ ରନ୍ କରିଥିଲା।

ପ୍ରଥମ ଇନିଂସରେ ବିପ୍ଳବ ସାମନ୍ତରାୟ ଓଡ଼ିଶା ପକ୍ଷରୁ ସର୍ବାଧିକ ୫୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଅଧିନାୟକ ଗୋବିନ୍ଦ ପୋଦ୍ଦାର ସର୍ବାଧିକ ୫୮ ରନ୍ କରିଥିଲେ। ସନ୍ଦୀପ ପଟ୍ଟନାୟକ ୪୦ ରନ୍‌, ରଞ୍ଜିତ୍ ସିଂହ ୩୫, ଶୁଭ୍ରାଂଶୁ ସେନାପତି ୩୪ ରନ୍ କରିଥିଲେ। ଦୀପକ ବେହେରା ୩୧ ରନ୍ କରି ନଟ୍‌ଆଉଟ୍ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story