ଓଡ଼ିଶା-ବିଦର୍ଭ ରଣଜୀ ମ୍ୟାଚ୍ ଡ୍ର

bat and ballଭୁବନେଶ୍ୱର: ଓଡ଼ିଶା-ବିଦର୍ଭ ରଣଜୀ ମ୍ୟାଚ୍ ଡ୍ର ହୋଇଯାଇଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଦର୍ଭକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା ୧ ପଏଣ୍ଟ ପାଇଛି। ପ୍ରଥମ ଇନିଂସରେ ୯୯ ରନ୍ କରିଥିବା ବିଦର୍ଭ ଅଧିନାୟକ ଏଫ୍‌.ୱାଇ ଫଜଲଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଛି।

ବିଶାଖାପାଟଣାର ୱାଇ.ଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଥିଲା। ଦଳ ପ୍ରଥମ ଇନିଂସରେ ଦଳ ସମସ୍ତ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା। ବିଦର୍ଭ ପ୍ରଥମ ଇନିଂସରେ ୨୭୨ ରନ୍ କରି ପାଳି ଘୋଷଣା କରିଥିଲା। ଦଳ ୬ଟି ୱିକେଟ୍ ହରାଇ ଥିଲା। ଓଡ଼ିଶା ଦ୍ୱିତୀୟ ଇନିଂସରେ ୯ ୱିକେଟ୍ ହରାଇ ୨୭୪ ରନ୍ କରିଥିଲା।

ପ୍ରଥମ ଇନିଂସରେ ବିପ୍ଳବ ସାମନ୍ତରାୟ ଓଡ଼ିଶା ପକ୍ଷରୁ ସର୍ବାଧିକ ୫୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଅଧିନାୟକ ଗୋବିନ୍ଦ ପୋଦ୍ଦାର ସର୍ବାଧିକ ୫୮ ରନ୍ କରିଥିଲେ। ସନ୍ଦୀପ ପଟ୍ଟନାୟକ ୪୦ ରନ୍‌, ରଞ୍ଜିତ୍ ସିଂହ ୩୫, ଶୁଭ୍ରାଂଶୁ ସେନାପତି ୩୪ ରନ୍ କରିଥିଲେ। ଦୀପକ ବେହେରା ୩୧ ରନ୍ କରି ନଟ୍‌ଆଉଟ୍ ରହିଥିଲେ।

ଆହୁରି ପଢ଼ନ୍ତୁ

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ