୩୧ ବର୍ଷ ପରେ ଭାରତୀୟ ଭଲିବଲ୍ ଟିମରେ ଓଡ଼ିଆ

  • Published: Wednesday, 12 July 2023
  • , Updated: 12 July 2023, 04:59 PM IST

କ୍ରିଡ଼ାର ହବ ହେବାକୁ ଯାଉଛି ଓଡ଼ିଶା। କ୍ରିଡ଼ା ଓ କ୍ରିଡ଼ାବିତଙ୍କ ସଫଳତାରେ ସୁନାମ ଅର୍ଜନ କରୁଛି ଓଡ଼ିଶା। ଏବେ ଭଲିବଲ୍ ଖେଳରେ ଓଡ଼ିଶାକୁ ମିଳିବାକୁ ଯାଉଛି ଏକ ସ୍ୱତନ୍ତ୍ର ପରିଚୟ। କାରଣ ଦୀର୍ଘ ୩୧ ବର୍ଷ ପରେ ଭାରତୀୟ ଭଲିବଲ୍ ଟିମରେ ସାମିଲ ହୋଇଛନ୍ତି ଜଣେ ଖେଳାଳି। ଜଗତସିହଂପୁରର ତାରକା ଭଲିବଲ ଖେଳାଳି ରାହୁଲ ବାରିକ ଭାରତୀୟ ସିନିୟର ଭଲିବଲ ଟିମରେ ଆଟାକିଂ ଷ୍ଟ୍ରାଇକର ଭାବେ ସ୍ଥାନ ପାଇଛନ୍ତି ।

Related story