ଓଡ଼ିଶା-କର୍ଣ୍ଣାଟକ ରଣଜୀ ମ୍ୟାଚ: ୪୦୦ରନରେ କର୍ଣ୍ଣାଟକର ପାଳି ଘୋଷଣା

ମହୀଶୁର: ମହୀଶୁରରେ ଓଡ଼ିଶା-କର୍ଣ୍ଣାଟକ ମଧ୍ୟରେ ଖେଳାଯାଉଥିବା ରଣଜୀ ମ୍ୟାଚର ଆଜି ହେଉଛି ତୃତୀୟ ଦିନ। ଘରୋଇ କର୍ଣ୍ଣାଟକ ୯ ୱିକେଟ ହରାଇ ୪୦୦ ରନ କରିବା ପରେ ପ୍ରଥମ ଇନିଂସ ଘୋଷଣା କରିଛି।ଫଳରେ ଦଳ ପ୍ରଥମ ଇନିଂସରେ ଓଡ଼ିଶା ଠାରୁ ୧୬୮ ରନ ଆଗୁଆ ରହିଛି। ଓଡ଼ିଶା ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ କୌଣସି ରନ ନ କରି ଗୋଟିଏ ୱିକେଟ ହରାଇଛି। ଆଜି କର୍ଣ୍ଣାଟକ ୨୫୫ ରନରୁ ଖେଳ […]

odisha vs karnataka

odisha vs karnataka

Rakesh Mallick
  • Published: Monday, 09 November 2015
  • Updated: 09 November 2015, 02:15 PM IST

Sports

Latest News

ମହୀଶୁର: ମହୀଶୁରରେ ଓଡ଼ିଶା-କର୍ଣ୍ଣାଟକ ମଧ୍ୟରେ ଖେଳାଯାଉଥିବା ରଣଜୀ ମ୍ୟାଚର ଆଜି ହେଉଛି ତୃତୀୟ ଦିନ। ଘରୋଇ କର୍ଣ୍ଣାଟକ ୯ ୱିକେଟ ହରାଇ ୪୦୦ ରନ କରିବା ପରେ ପ୍ରଥମ ଇନିଂସ ଘୋଷଣା କରିଛି।ଫଳରେ ଦଳ ପ୍ରଥମ ଇନିଂସରେ ଓଡ଼ିଶା ଠାରୁ ୧୬୮ ରନ ଆଗୁଆ ରହିଛି। ଓଡ଼ିଶା ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ କୌଣସି ରନ ନ କରି ଗୋଟିଏ ୱିକେଟ ହରାଇଛି।

ଆଜି କର୍ଣ୍ଣାଟକ ୨୫୫ ରନରୁ ଖେଳ ଆରମ୍ଭ କରିଥିଲା। ଗତକାଲି ୮୩ ରନ କରି ଅପରାଜିତ ଥିବା ରବିନ୍ ଉଥାପ୍ପା ଆଜି ଶତକ ପୂରଣ କରିଥିଲେ। ସେ ୨୫୭ଟି ବଲରୁ ୧୪୮ ରନ କରି ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିଭଳି ଗତକାଲିଠାରୁ ୫୨ ରନ କରି ନଟ୍ ଆଉଟ ଥିବା କରୁଣ ନାୟାର ଆଜି ୭୨ ରନ କରି ଆଉଟ ହୋଇଯାଇଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଛାଡି ଆଜି ଅନ୍ୟ କୌଣସି ଖେଳାଳି ଭଲ ସ୍କୋର କରିବାରେ ସଫଳ ହୋଇ ନ ଥିଲେ। ଗତାକଲି ଓପନର ମୟଙ୍କ ଅଗ୍ରୱାଲ ୭୮ ରନ କରି ଥିଲେ।

ଓଡ଼ିଶା ପକ୍ଷରୁ ଧୀରଜ ସିଂହ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ବସନ୍ତ ମାହାନ୍ତି ୨ଟି ଓ ବିପ୍ଳବ ସାମନ୍ତରାୟ ୧ଟି ଲେଖାଏଁ ୱିକେଟ ନେଇଥିଲେ।

ସୂଚନାଯୋଗ୍ୟ, ପ୍ରଥମ ଇନିଂସରେ ଓଡ଼ିଶାର ଗୋବିନ୍ଦ ପୋଦ୍ଦାର ୧୫୩ ରନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story