ଓଡିଶାରେ ହେବ ରଗବୀ ପ୍ରିମିୟର ଲିଗ୍

କଟକ: ବାରବାଟି ଷ୍ଟାଡିୟମରେ ଆସନ୍ତାବର୍ଷ ଅନୁଷ୍ଠିତ ହେବ ରଗବୀ ପ୍ରିମିୟର ଲିଗ। ଓଡିଶାର ଏହି ଷ୍ଟାଡିୟମ ଗୋଟିଏ ପ୍ରମୁଖ ଭେନ୍ୟୁ ହେବ। ରବିବାର ଏହି ସୂଚନା ଦେଇଛନ୍ତି ଓଡିଶା ରଗବୀ ଆସୋସିଏସନର ସମ୍ବାଦକ ୟୁ.କେ. ମହାନ୍ତି। ଏ ନେଇ ପ୍ରସ୍ତୁତି ଚାଲିଛି। ଶୀଘ୍ର ବିଦ୍ଧିବଧ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଅଲ ଇଣ୍ଡିଆ ରଗବୀ ଟୁର୍ନାମେଣ୍ଟ କାଲାଗାନ କପ ଡିଭିଜନ ଦୁଇର ଆଜି ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଫ।ଇନାଲ ମ୍ୟାଚରେ […]

rugby

rugby

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 01:01 PM IST

Sports

Latest News

କଟକ: ବାରବାଟି ଷ୍ଟାଡିୟମରେ ଆସନ୍ତାବର୍ଷ ଅନୁଷ୍ଠିତ ହେବ ରଗବୀ ପ୍ରିମିୟର ଲିଗ। ଓଡିଶାର ଏହି ଷ୍ଟାଡିୟମ ଗୋଟିଏ ପ୍ରମୁଖ ଭେନ୍ୟୁ ହେବ। ରବିବାର ଏହି ସୂଚନା ଦେଇଛନ୍ତି ଓଡିଶା ରଗବୀ ଆସୋସିଏସନର ସମ୍ବାଦକ ୟୁ.କେ. ମହାନ୍ତି। ଏ ନେଇ ପ୍ରସ୍ତୁତି ଚାଲିଛି। ଶୀଘ୍ର ବିଦ୍ଧିବଧ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଅଲ ଇଣ୍ଡିଆ ରଗବୀ ଟୁର୍ନାମେଣ୍ଟ କାଲାଗାନ କପ ଡିଭିଜନ ଦୁଇର ଆଜି ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଫ।ଇନାଲ ମ୍ୟାଚରେ କୋଲକତା ର୍ସଜେଣ୍ଟ ୨୦-୯ ପଏଣ୍ଟରେ ମୁମ୍ୱାଇ ମେଜିସିଆନକୁ ପରାସ୍ତ କରି ଚାମ୍ପିୟନ ହୋଇଛି।

ମ୍ୟାଚ ଆରମ୍ଭରୁ ହିଁ ଆକ୍ରମଣାତତ୍ମ ଖେଳ ପ୍ରଦର୍ଶନ ଜାରି ରଖିଥିବା କୋଲକତା ର୍ସଜେଣ୍ଟ ଶେଷରେ ବାଜି ମାରି ନେଇଥିଲା।

ବାରବାଟୀ ଷ୍ଟାଡିୟମରେ ୫ଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟରେ ୧୦ଟି ଟିମ ଅଂଶଗ୍ରହଣ କରିଥିଲେ। ସେମିଫ।ଇନାଲ ମ୍ୟାଚରେ କୋଲକତା ର୍ସଜେଣ୍ଟ ସିଆପିଏଫକୁ ଏବଂ ମୁମ୍ୱାଇ ମେଜିସିଆନ ଦିଲ୍ଲୀ ଲାୟନ୍ସକୁ ପରାସ୍ତ କରି ଫ।ଇନାଲକୁ ଆସିଥିଲେ। ଟୁର୍ନାମେଣ୍ଟର ଚାମ୍ପିୟନ ଓ ରନର୍ସଅପ ଟିମ ଆସନ୍ତାବର୍ଷ ମୁମ୍ୱାଇରେ ଅନୁଷ୍ଠିତ ହେବାକୁ ଥିବା ସାଉଥ ଏସିଆ ରଗବୀ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story