ଅଲିମ୍ପିକ୍ସକୁ ସ୍ଥଗିତ କରିବା ସପକ୍ଷରେ ଆଥଲେଟିକ୍ସ ସଂଘର ମୁଖ୍ୟ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସର ଆୟୋଜନ ଉପରେ ଆଶଙ୍କା ଦେଖା ଦେଇଛି। ଏଭଳି ଏକ କଠିନ ସମୟରେ ଅଲିମ୍ପିକ୍ସ ଆୟୋଜନ ହେବା ଦରକାର କି ନାହିଁ, ସେ ନେଇ ଅନେକେ ନିଜ ନିଜର ମତପୋଷଣ କରିଛନ୍ତି। ତେବେ ଅଲିମ୍ପିକ୍ସ ଆୟୋଜନକୁ ନେଇ ବିଶ୍ୱ ଆଥଲେଟିକ୍ସ ସଂଘର ମୁଖ୍ୟ ସେବାଷ୍ଟିଆନ୍ କୋ ମୁହଁ ଖୋଲିଛନ୍ତି। ତାଙ୍କ ମତରେ କରୋନା ଭାଇରସ୍ ଯୋଗୁ ଟୋକିଓ ଅଲିମ୍ପିକ୍ସକୁ ବର୍ଷକ ଯାଏ ସ୍ଥଗିତ କରାଯାଇପାରେ, କିନ୍ତୁ ବର୍ତ୍ତମାନ […]

sebastian

sebastian

Ranjit Kumar Jena
  • Published: Thursday, 19 March 2020
  • Updated: 19 March 2020, 09:41 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସର ଆୟୋଜନ ଉପରେ ଆଶଙ୍କା ଦେଖା ଦେଇଛି। ଏଭଳି ଏକ କଠିନ ସମୟରେ ଅଲିମ୍ପିକ୍ସ ଆୟୋଜନ ହେବା ଦରକାର କି ନାହିଁ, ସେ ନେଇ ଅନେକେ ନିଜ ନିଜର ମତପୋଷଣ କରିଛନ୍ତି। ତେବେ ଅଲିମ୍ପିକ୍ସ ଆୟୋଜନକୁ ନେଇ ବିଶ୍ୱ ଆଥଲେଟିକ୍ସ ସଂଘର ମୁଖ୍ୟ ସେବାଷ୍ଟିଆନ୍ କୋ ମୁହଁ ଖୋଲିଛନ୍ତି। ତାଙ୍କ ମତରେ କରୋନା ଭାଇରସ୍ ଯୋଗୁ ଟୋକିଓ ଅଲିମ୍ପିକ୍ସକୁ ବର୍ଷକ ଯାଏ ସ୍ଥଗିତ କରାଯାଇପାରେ, କିନ୍ତୁ ବର୍ତ୍ତମାନ କୌଣସି ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ।

ସେବାଷ୍ଟିଆନ୍ କହିଛନ୍ତି, ଟୋକିଓ ଅଲିମ୍ପିକ୍ସ ଆୟୋଜନରେ ବିଳମ୍ବ ହୋଇପାରେ। ଯଦି ସ୍ଥିତି ଅଧିକ ଗୁରୁତର ହୁଏ, ତାହେଲେ ଅଲିମ୍ପିକ୍ସ ତାରିଖ ବଦଳାଇବାକୁ ପଡ଼ିପାରେ। ସେହିପରି ଯଦି ଅଲିମ୍ପିକ୍ସ ତାରିଖରେ ପରିବର୍ତ୍ତନ କରାଯିବ, ତାହେଲେ ଏହାର ପ୍ରଭାବ ଅନ୍ୟ ଖେଳ ଉପରେ ପଡ଼ିବ। ଆମ ହାତରେ ଆହୁରି ଚାରିମାସ ସମୟ ଅଛି, ତେଣୁ ଏତେ ଶୀଘ୍ର କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ। ପ୍ରତି ଘଣ୍ଟାରେ ଇଭେଣ୍ଟଗୁଡ଼ିକର ଆୟୋଜନ ବଦଳୁଛି, କିନ୍ତୁ ବର୍ତ୍ତମାନ ଅଲିମ୍ପିକ୍ସ ଏହା ଉପରେ ନିଷ୍ପତ୍ତି ନେବାର ସମୟ ଆସି ନାହିଁ।

କରୋନା ଯୋଗୁ ଚଳିତ ବର୍ଷ ୟୁରୋ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ବର୍ଷେ ଘୁଞ୍ଚାଇ ଦିଆଗଲା। ମୋ ମତରେ ସ୍ପୋର୍ଟ୍ସ କ୍ୟାଲେଣ୍ଡରକୁ ଗୋଟିଏ ବର୍ଷ ଘୁଞ୍ଚାଇବା ଶୁଣିବାକୁ ସହଜ, କିନ୍ତୁ ଏହାକୁ ଲାଗୁ କରିବା ସେତେଟା ସହଜ ନୁହେଁ। କରୋନା ଯୋଗୁ ଆମେ ତିନୋଟି ଡାଇମଣ୍ଡ ଲିଗର ବୈଠକକୁ ବାତିଲ କରିଛୁ। ଆମ ଭଳି ଅନ୍ୟ ସଂଘଗୁଡ଼ିକ ମଧ୍ୟ ସେମାନଙ୍କର ଏକାଧିକ ବୈଠକ ଓ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଛନ୍ତି। ତେଣୁ ଆବଶ୍ୟକ ପଡ଼ିଲେ ଅଲିମ୍ପିକ୍ସକୁ ମଧ୍ୟ ସ୍ଥଗିତ କରାଯାଇପାରିବ ବୋଲି ସେବାଷ୍ଟିଆନ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story