ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ଅଧ୍ୟକ୍ଷ ରଜତ ଶର୍ମା ପୁଣିଥରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏଥର ଲୋକପାଳ ଜଷ୍ଟିସ୍ (ଅବସରପ୍ରାପ୍ତ) ବାବର ଦୁରେଜ ତାଙ୍କ ଇସ୍ତଫାକୁ ମଞ୍ଜୁର କରିଛନ୍ତି। ଏହାସହ ସିଇଓ ରବି ଚୋପ୍ରାଙ୍କର ଇସ୍ତଫା ମଧ୍ୟ ମଞ୍ଜୁର କରିନେଇଛନ୍ତି। ଉପାଧ୍ୟକ୍ଷ ରାକେଶ କୁମାର ବଂସଲ ଏବେ ରଜତ ଶର୍ମାଙ୍କ କାମ ଦେଖିପାରନ୍ତି।
ଲୋକପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜି (ଶୁକ୍ରବାର) ଅପରାହ୍ଣ ଗୋଟାଏ ବେଳେ ମୋତେ ରଜତ ଶର୍ମାଙ୍କର ଏକ ଚିଠି ମିଳିଥିଲା, ଯେଉଁଥିରେ ସେ ଲେଖିଛନ୍ତି ଯେ ୧୬ ନଭେମ୍ବରରେ ଇସ୍ତଫା ଦେଇଥିଲେ, ଯାହାର କାରଣ ସେହି ଚିଠିରେ ଉଲ୍ଲେଖ ଥିଲା।
ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ ସେ ପୁଣିଥରେ ନିଜ ପଦବୀରେ ରହିଥିଲେ। ରଜତ ଆହୁରି ଲେଖିଛନ୍ତି, ଡିଡିସିଏରେ ବର୍ତ୍ତମାନ ସ୍ଥିତି ବହୁତ ଖରାପ ଏବଂ ଏଭଳି ସ୍ଥିତିରେ କାମ କରିବା ବହୁତ କଷ୍ଟ। ଏହି କାରଣରୁ ସେ ତତ୍କାଳ ପ୍ରଭାବରେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
‘ମୁଁ ଆକ୍ସିଡେଣ୍ଟାଲ ପିଏମ୍ ନୁହେଁ, ଅର୍ଥ ମନ୍ତ୍ରୀ ମଧ୍ୟ ଆକ୍ସିଡେଣ୍ଟାଲି ହୋଇଥିଲି’
ନରସିଂହା ରାଓଙ୍କ ସରକାର ସମୟରେ ଦିନେ ମୁଁ ନିଜ ଅଫିସରେ UGC ମିଟିଙ୍ଗରେ ବସିଥିଲି। ଉକ୍ତ ସମୟରେ ନରସିଂହା ରାଓ ଫୋନ୍ କରି କେଉଁଠି ଅଛ ବୋଲି ପଚାରିଥିଲେ।
National
ମନମୋହନଙ୍କ ବିୟୋଗରେ ପୂରା ଦେଶ ସ୍ତବ୍ଧ, ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ଘୋଷଣା କରାଯାଇଛି।
National
ରାସ୍ତାରେ ଖେଳୁଥିଲା ଛୋଟ ଛୁଆ, ଚଢ଼ିଗଲା କ୍ୟାବ୍
ରାସ୍ତାରେ ଖେଳୁଥିଲା ଛୋଟ ଛୁଆ । ଏହି ସମୟରେ ଘଟିଲା ଅଘଟଣ। ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାବ୍ ପିଲାଟି ଉପରେ ଚଢ଼ିଗଲା।
National
ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା।
National
ବିଗିଡ଼ିଲା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସରେ ହେଲେ ଭର୍ତ୍ତି
ଏବେ ସେଠାରେ ତାଙ୍କର ଚିକିତ୍ସା ସ୍ୱତନ୍ତ୍ର ଡାକ୍ତରୀ ଟିମ ପକ୍ଷରୁ କରାଯାଉଛି। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।