ରଜତ ଶର୍ମାଙ୍କ ଇସ୍ତଫା ଗୃହୀତ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ଅଧ୍ୟକ୍ଷ ରଜତ ଶର୍ମା ପୁଣିଥରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏଥର ଲୋକପାଳ ଜଷ୍ଟିସ୍ (ଅବସରପ୍ରାପ୍ତ) ବାବର ଦୁରେଜ ତାଙ୍କ ଇସ୍ତଫାକୁ ମଞ୍ଜୁର କରିଛନ୍ତି। ଏହାସହ ସିଇଓ ରବି ଚୋପ୍ରାଙ୍କର ଇସ୍ତଫା ମଧ୍ୟ ମଞ୍ଜୁର କରିନେଇଛନ୍ତି। ଉପାଧ୍ୟକ୍ଷ ରାକେଶ କୁମାର ବଂସଲ ଏବେ ରଜତ ଶର୍ମାଙ୍କ କାମ ଦେଖିପାରନ୍ତି। ଲୋକପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜି (ଶୁକ୍ରବାର) ଅପରାହ୍ଣ ଗୋଟାଏ ବେଳେ ମୋତେ ରଜତ ଶର୍ମାଙ୍କର ଏକ […]

rajat-sharma

rajat-sharma

Ranjit Kumar Jena
  • Published: Friday, 29 November 2019
  • Updated: 29 November 2019, 09:03 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ଅଧ୍ୟକ୍ଷ ରଜତ ଶର୍ମା ପୁଣିଥରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏଥର ଲୋକପାଳ ଜଷ୍ଟିସ୍ (ଅବସରପ୍ରାପ୍ତ) ବାବର ଦୁରେଜ ତାଙ୍କ ଇସ୍ତଫାକୁ ମଞ୍ଜୁର କରିଛନ୍ତି। ଏହାସହ ସିଇଓ ରବି ଚୋପ୍ରାଙ୍କର ଇସ୍ତଫା ମଧ୍ୟ ମଞ୍ଜୁର କରିନେଇଛନ୍ତି। ଉପାଧ୍ୟକ୍ଷ ରାକେଶ କୁମାର ବଂସଲ ଏବେ ରଜତ ଶର୍ମାଙ୍କ କାମ ଦେଖିପାରନ୍ତି।

ଲୋକପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜି (ଶୁକ୍ରବାର) ଅପରାହ୍ଣ ଗୋଟାଏ ବେଳେ ମୋତେ ରଜତ ଶର୍ମାଙ୍କର ଏକ ଚିଠି ମିଳିଥିଲା, ଯେଉଁଥିରେ ସେ ଲେଖିଛନ୍ତି ଯେ ୧୬ ନଭେମ୍ବରରେ ଇସ୍ତଫା ଦେଇଥିଲେ, ଯାହାର କାରଣ ସେହି ଚିଠିରେ ଉଲ୍ଲେଖ ଥିଲା।

ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ ସେ ପୁଣିଥରେ ନିଜ ପଦବୀରେ ରହିଥିଲେ। ରଜତ ଆହୁରି ଲେଖିଛନ୍ତି, ଡିଡିସିଏରେ ବର୍ତ୍ତମାନ ସ୍ଥିତି ବହୁତ ଖରାପ ଏବଂ ଏଭଳି ସ୍ଥିତିରେ କାମ କରିବା ବହୁତ କଷ୍ଟ। ଏହି କାରଣରୁ ସେ ତତ୍କାଳ ପ୍ରଭାବରେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story