ଜିମ୍ବାୱେ ବିପକ୍ଷରେ ବାଂଲାଦେଶର ଇନିଂସ୍ ବିଜୟ

ଢାକା: ନଇମ ହାସନ୍ ଓ ତାଇଜୁଲ୍ ଇସଲାମଙ୍କ ସଫଳ ବୋଲିଂ ବଳରେ ବାଂଲାଦେଶ ଏଠାରେ ଚାଲିଥିବା ଏକମାତ୍ର ଟେଷ୍ଟର ଚତୁର୍ଥ ଦିନରେ ଜିମ୍ବାୱେକୁ ଇନିଂସ୍ ଓ ୧୦୬ ରନରେ ପରାସ୍ତ କରିଛି। ପ୍ରଥମ ଇନିଂସରେ ୨୯୫ ରନରେ ପଛୁଆ ଥିବା ଜିମ୍ବାୱେ ଦ୍ୱିତୀୟ ଇନିଂସରେ ୧୮୯ ରନ୍ କରି ଅଲଆଉଟ୍ ହୋଇଛି। ଏହି ବିଜୟ ସହ ବାଂଲାଦେଶ ଲଗାତର ୬ଟି ମ୍ୟାଚରେ ପରାଜୟଧାରା ମଧ୍ୟ ଭାଙ୍ଗିଛି। ବାଂଲାଦେଶ ଶେଷଥର ପାଇଁ ୨୦୧୮ ନଭେମ୍ବର-ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ […]

bangla

bangla

Ranjit Kumar Jena
  • Published: Tuesday, 25 February 2020
  • Updated: 25 February 2020, 08:44 PM IST

Sports

Latest News

ଢାକା: ନଇମ ହାସନ୍ ଓ ତାଇଜୁଲ୍ ଇସଲାମଙ୍କ ସଫଳ ବୋଲିଂ ବଳରେ ବାଂଲାଦେଶ ଏଠାରେ ଚାଲିଥିବା ଏକମାତ୍ର ଟେଷ୍ଟର ଚତୁର୍ଥ ଦିନରେ ଜିମ୍ବାୱେକୁ ଇନିଂସ୍ ଓ ୧୦୬ ରନରେ ପରାସ୍ତ କରିଛି। ପ୍ରଥମ ଇନିଂସରେ ୨୯୫ ରନରେ ପଛୁଆ ଥିବା ଜିମ୍ବାୱେ ଦ୍ୱିତୀୟ ଇନିଂସରେ ୧୮୯ ରନ୍ କରି ଅଲଆଉଟ୍ ହୋଇଛି। ଏହି ବିଜୟ ସହ ବାଂଲାଦେଶ ଲଗାତର ୬ଟି ମ୍ୟାଚରେ ପରାଜୟଧାରା ମଧ୍ୟ ଭାଙ୍ଗିଛି।

ବାଂଲାଦେଶ ଶେଷଥର ପାଇଁ ୨୦୧୮ ନଭେମ୍ବର-ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ହାସଲ କରିଥିଲା। ଏହା ପରଠାରୁ ବାଂଲାଦେଶ କ୍ରମାଗତ ୬ଟି ମ୍ୟାଚରେ ପରାସ୍ତ ହୋଇଥିଲା ଉକ୍ତ ଟେଷ୍ଟରେ ବାଂଲାଦେଶ ଟିମ୍ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଜିମ୍ବାୱେ ପକ୍ଷରୁ କ୍ୟାପଟେନ୍ କ୍ରେଜ୍ ଏର୍ଭିନ୍ ୪୩, ଟିମିସେନ୍ ମାରୁମା ୪୧, ସିକନ୍ଦର ରାଜା ୩୭ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ।

ବାଂଲାଦେଶ ପକ୍ଷରୁ ନଇମ୍ ୮୨ ରନ୍ ଦେଇ ୫ଟି ଓ ତାଇଜୁଲ୍ ୭୮ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ସୂଚନାଯୋଗ୍ୟ, ଜିମ୍ବାୱେ ପ୍ରଥମ ଇନିଂସରେ ୨୬୫ ରନ୍ କରିଥିବା ବେଳେ ବାଂଲାଦେଶ ୬ ୱିକେଟ୍ ହରାଇ ୫୬୦ ରନରେ ପାଳି ଘୋଷଣା କରିଥିଲା। ପ୍ରଥମ ଇନିଂସରେ ୨୦୩ ରନର ଦ୍ୱିଶତକୀୟ ଇନିଂସ୍ ଖେଳିଥିବା ମୁଶଫିକର ରହିମ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story