ରେହମତ ଶାହଙ୍କ ଶତକ, ଆଫଗାନିସ୍ତାନ ୨୭୧/୫

ଚଟ୍ଟୋଗ୍ରାମ୍: ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ରେହମତ୍ ଶାହ (୧୦୨)ଙ୍କ ଆକର୍ଷଣୀୟ ଶତକ ଓ ଅଭିଜ୍ଞ ଅସଗର ଆଫଗାନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନ ୯୬ ଓଭରରେ ୫ ୱିକେଟ୍ ହରାଇ ୨୭୧ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅସଗର୍ ୮୮ ଓ ଅସଫର୍ ଜାଜାଇ ୩୫ ରନ୍ କରି ଅପରାଜିତ ରହିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୭୭ […]

afhgan

afhgan

Ranjit Kumar Jena
  • Published: Thursday, 05 September 2019
  • Updated: 05 September 2019, 08:34 PM IST

ଚଟ୍ଟୋଗ୍ରାମ୍: ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ରେହମତ୍ ଶାହ (୧୦୨)ଙ୍କ ଆକର୍ଷଣୀୟ ଶତକ ଓ ଅଭିଜ୍ଞ ଅସଗର ଆଫଗାନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନ ୯୬ ଓଭରରେ ୫ ୱିକେଟ୍ ହରାଇ ୨୭୧ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅସଗର୍ ୮୮ ଓ ଅସଫର୍ ଜାଜାଇ ୩୫ ରନ୍ କରି ଅପରାଜିତ ରହିଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୭୭ ରନରେ ୩ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ଦୁଇ ଓପ୍ନର ଇବ୍ରାହିମ୍ ଜର୍ଦ୍ଦାନ୍ (୨୧) ଓ ଇଶାନୁଲ୍ଲା (୯)ଙ୍କୁ ବାଂଲାଦେଶ ସ୍ପିନର୍ ତାଇଜୁଲ୍ ଇସଲାମ୍ ପ୍ୟାଭିଲିୟନ୍ ପଠାଇଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହଶମତୁଲ୍ଲା ଶାହିଦି (୧୪) ନିରାଶ କରିଥିଲେ।

ରେହମତ୍ ଓ ଅସଗର୍ ଚତୁର୍ଥ ୱିକେଟ୍ ପାଇଁ ଶତକୀୟ (୧୨୦) ଭାଗୀଦାରୀ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ରେହମତ୍ ୧୮୬ ବଲରେ କ୍ୟାରିୟରର ପ୍ରଥମ ଶତକ ମାରିବା ପରେ ଆଉଟ୍ ହୋଇଯାଇଥିଲେ। ସେ ପ୍ରଥମ ଆଫଗାନିସ୍ତାନ ଖେଳାଳି ଭାବେ ଟେଷ୍ଟରେ ଶତକ ମାରିଥିଲେ।

ରେହମତ୍ ନିଜର ଶତକୀୟ ଇନିଂସରେ ୧୦ ଚୌକା ଓ ୨ ଛକା ମାରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଭିଜ୍ଞ ମହମ୍ମଦ ନବି ଖାତା ଖୋଲିପାରିନଥିଲେ। ତେବେ ଅସଗର୍ ଓ ଅଫସର୍ ଷଷ୍ଠ ୱିକେଟ୍ ପାଇଁ ଅପରାଜିତ ୭୪ ରନ୍ ଯୋଡ଼ି ଟିମକୁ ଭଲ ସ୍କୋରରେ ପହଞ୍ଚାଇଛନ୍ତି। ବାଂଲାଦେଶ ପକ୍ଷରୁ ତାଇଜୁଲ୍ ଓ ନୟିମ୍ ହାସନ୍ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story