ବାହା ନହୋଇ ୪ ଥର ବାପା ହେଲେ ବିଶ୍ୱର ଏହି ପ୍ରସିଦ୍ଧ ଖେଳାଳି: ପ୍ରଥମ ପୁଅର ମାଙ୍କ ନାଁ ଲୁଚାଇଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପର୍ତ୍ତୁଗାଲର ଷ୍ଟାର୍ ଫୁଟବଲର୍‌ ରୋନାଲ୍ଡୋ ୪ର୍ଥ ଥର ପାଇଁ ବାପା ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଗାର୍ଲଫ୍ରେଣ୍ଡ୍‌ ଗୋର୍ଜିନା ରୋଡ୍ରିଜ୍‌ଙ୍କ ସହ ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ରୋନାଲ୍ଡୋ। ରବିବାର ରାତିରେ ଏକ ଶିଶୁକନ୍ୟାକୁ ତାଙ୍କ ଗାର୍ଲଫ୍ରେଣ୍ଡ ଜନ୍ମ ଦେଇଛନ୍ତି। ଏହା ପୂର୍ବରୁ  ଗତ ଜୁନ ମାସରେ ରୋନାଲ୍ଡୋ ଜାଆଁଳା ପିଲାର ବାପା ବନିଥିଲେ। ସର୍ଜରୀ ଦ୍ୱାରା ଏହି ଦୁଇ ପିଲାର ଜନ୍ମ ହୋଇଥିଲା। ବର୍ତ୍ତମାନ ମା ଓ […]

ronaldo-1_1510559030 (1)

ronaldo-1_1510559030 (1)

Rakesh Mallick
  • Published: Tuesday, 14 November 2017
  • Updated: 14 November 2017, 08:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପର୍ତ୍ତୁଗାଲର ଷ୍ଟାର୍ ଫୁଟବଲର୍‌ ରୋନାଲ୍ଡୋ ୪ର୍ଥ ଥର ପାଇଁ ବାପା ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଗାର୍ଲଫ୍ରେଣ୍ଡ୍‌ ଗୋର୍ଜିନା ରୋଡ୍ରିଜ୍‌ଙ୍କ ସହ ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ରୋନାଲ୍ଡୋ। ରବିବାର ରାତିରେ ଏକ ଶିଶୁକନ୍ୟାକୁ ତାଙ୍କ ଗାର୍ଲଫ୍ରେଣ୍ଡ ଜନ୍ମ ଦେଇଛନ୍ତି। ଏହା ପୂର୍ବରୁ  ଗତ ଜୁନ ମାସରେ ରୋନାଲ୍ଡୋ ଜାଆଁଳା ପିଲାର ବାପା ବନିଥିଲେ। ସର୍ଜରୀ ଦ୍ୱାରା ଏହି ଦୁଇ ପିଲାର ଜନ୍ମ ହୋଇଥିଲା। ବର୍ତ୍ତମାନ ମା ଓ ଶିଶୁ ମାଡ୍ରିଡର ଏକ ଡାକ୍ତରାଖାନାରେ ସୁସ୍ଥ ଅଛନ୍ତି ଓ ରୋନାଲ୍ଡୋ ପୁଣିଥରେ ବାପା ହୋଇଥିବାରୁ ଖୁସି ଥିବା କଥା କହିଛନ୍ତି। ପ୍ରଥମରୁ ରୋନାଲ୍ଡଙ୍କର ଏକ ପୁତ୍ର ସନ୍ତାନ ଅଛି, ଯାହାର ମା ନାଁ ଏପର୍ଯ୍ୟନ୍ତ ରୋନାଲ୍ଡୋ ଲୁଚାଇଛନ୍ତି। ଏପର୍ଯ୍ୟନ୍ତ ରୋନାଲ୍ଡୋ ବିବାହ କରିନଥିବା ବେଳେ ୪ଟି ପିଲାଙ୍କର ବାପା ବନିଯାଇଛନ୍ତି।

ରୋନାଲ୍ଡୋ ବିଶ୍ୱ ଫୁଟବଲ୍‌’ର ସବୁଠୁ ପରିଚିତ ଓ ଚର୍ଚ୍ଚିତ ଚେହେରା। ପଡିଆରେ ତାଙ୍କର ଖେଳ ମାଧ୍ୟମରେ ସେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି। ସେ ଲଗାତର ଭାବେ ଶ୍ରେଷ୍ଠ ଫୁଟବଲର୍‌ ଆୱାର୍ଡ ପାଇଚାଲିଛନ୍ତି। ରୋନାଲ୍ଡ ଚଳିତ ବର୍ଷ ଫିଫା ପକ୍ଷରୁ ପ୍ଲେୟାର ଅଫ ଦି ଇୟର୍‌ ଆୱାର୍ଡ ପାଇଛନ୍ତି। ସେ ଗତ ୫ ବର୍ଷରେ ୪ ଥର ପ୍ଲେୟାର ଅଫ ଦି ଇୟର୍‌ ଆୱାର୍ଡ ଜିତିସାରିଛନ୍ତି।

ଆହୁରି ମଧ୍ୟ ପଢନ୍ତୁ: ଦେଖନ୍ତୁ କିପରି ସ୍ତ୍ରୀଙ୍କ କଥାରେ ନାଚୁଛନ୍ତି ଧୋନି: ଭାଇରାଲ ହେଲା ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story