ବାନ୍ଧବୀଙ୍କୁ ହତ୍ୟା ମାମଲା: ସୋମବାର କୋର୍ଟରେ ହାଜର ହେବେ ପିଷ୍ଟୋରିଓସ୍‌

ଜୋହାନ୍ସବର୍ଗ: ତିନିବର୍ଷ ତଳେ ବାନ୍ଧବୀ ରିଭା ଷ୍ଟିନ୍‌କାମ୍ପଙ୍କୁ ହତ୍ୟା କରିବା ଅଭିଯୋଗରେ ଆସନ୍ତା ସୋମବାର ଦିନ ଶୁଣାଣି ପାଇଁ ହାଜର ହେବେ ଦକ୍ଷିଣ ଆଫ୍ରିକାର ପାରାଅଲିମ୍ପିକ୍‌ ଆଥ୍‌ଲେଟ୍‌ ଓସ୍କାର ପ୍ରିଷ୍ଟୋରିଓସ୍‌। ଶୁଣାଣି ଶେଷ ହେବା ପରେ ତାଙ୍କୁ ପୁଣି ଥରେ ଜେଲ୍‌କୁ ପଠାଇ ଦିଆଯିବା ବୋଲି ଆଶା କରାଯାଉଛି। ବ୍ଲେଡ୍‌ ରନର ଭାବେ ପରିଚିତ ଏହି ଆଥ୍‌ଲେଟ୍‌ ଜଣକ ୨୦୧୩ ଫେବ୍ରୁଆରୀ ୧୪ ତାରିଖରେ ତାଙ୍କ ବାନ୍ଧବୀ ରିଭାଙ୍କୁ ହତ୍ୟା କରିଥିଲେ। ଏନେଇ ସେ କୋର୍ଟଙ୍କ ନିକଟରେ […]

oscar_pistorius

oscar_pistorius

Rakesh Mallick
  • Published: Saturday, 11 June 2016
  • Updated: 11 June 2016, 04:45 PM IST

Sports

Latest News

ଜୋହାନ୍ସବର୍ଗ: ତିନିବର୍ଷ ତଳେ ବାନ୍ଧବୀ ରିଭା ଷ୍ଟିନ୍‌କାମ୍ପଙ୍କୁ ହତ୍ୟା କରିବା ଅଭିଯୋଗରେ ଆସନ୍ତା ସୋମବାର ଦିନ ଶୁଣାଣି ପାଇଁ ହାଜର ହେବେ ଦକ୍ଷିଣ ଆଫ୍ରିକାର ପାରାଅଲିମ୍ପିକ୍‌ ଆଥ୍‌ଲେଟ୍‌ ଓସ୍କାର ପ୍ରିଷ୍ଟୋରିଓସ୍‌। ଶୁଣାଣି ଶେଷ ହେବା ପରେ ତାଙ୍କୁ ପୁଣି ଥରେ ଜେଲ୍‌କୁ ପଠାଇ ଦିଆଯିବା ବୋଲି ଆଶା କରାଯାଉଛି।

ବ୍ଲେଡ୍‌ ରନର ଭାବେ ପରିଚିତ ଏହି ଆଥ୍‌ଲେଟ୍‌ ଜଣକ ୨୦୧୩ ଫେବ୍ରୁଆରୀ ୧୪ ତାରିଖରେ ତାଙ୍କ ବାନ୍ଧବୀ ରିଭାଙ୍କୁ ହତ୍ୟା କରିଥିଲେ। ଏନେଇ ସେ କୋର୍ଟଙ୍କ ନିକଟରେ କ୍ଷମା ମାଗିଥିଲେ ମଧ୍ୟ ସୋମବାରଠାରୁ ୫ ଦିନିଆ ଶୁଣାଣି ଆରମ୍ଭ ହେବ। ଆସନ୍ତା ୧୭ ତାରିଖ ଦିନ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ  ଚର୍ଚ୍ଚା ଜୋର ଧରିଛି।

ଗତ ମାର୍ଚ୍ଚ ମାସରେ ପ୍ରିଷ୍ଟୋରିଓସ୍‌ଙ୍କ ଓକିଲ ଏହି ମାମଲା ଯୋଜନାବଦ୍ଧ ହତ୍ୟା ନୁହେଁ ବୋଲି ପ୍ରମାଣ କରିବାରେ ଅସମର୍ଥ ହୋଇଥିଲେ।

୨୯ ବର୍ଷୀୟ ଏହି ପାରା ଆଥ୍‌ଲେଟ୍‌ ଜଣକ ଅତି କମ୍‌ରେ ୧୫ ବର୍ଷ ଜେଲ୍‌ ଦଣ୍ଡ ଭୋଗିପାରନ୍ତି। ସେ ୩ ବର୍ଷ ଦଣ୍ଡ ଭୋଗି ସାରିଥିବାରୁ ଓ ଶାରିରୀକ ଅକ୍ଷମତା କାରଣରୁ ତାଙ୍କ ଦଣ୍ଡ କୋହଳ କରାଯିବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story