ନଟିଂହ୍ୟାମରେ ବର୍ଷା, ଟସ୍ ପଡ଼ିବାରେ ବିଳମ୍ୱ

ଲଣ୍ଡନ: ଯାହା ଆଶଙ୍କା କରା ଯାଉଥିଲା ସେୟା ହେଲା। ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଲା। ବର୍ଷା ଯୋଗୁ ଆଜି ଇଂଲଣ୍ଡର ନଟିଂହ୍ୟାମରେରେ ଖେଳାଯିବାକୁ ଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ବିଳମ୍ବ ହୋଇଛି। ବର୍ଷା ହେଉଥିବାରୁ ଖବର ଲେଖାଯିବା ସୁଦ୍ଧା ଟସ୍ ମଧ୍ୟ ପଡ଼ିପାରିନି। ନଟିଂହ୍ୟାମରେ ଗତକାଲି ରାତିରେ ଲଗାଣ ବର୍ଷା ହୋଇଥିଲା। ଏହାପରେ ଆଜି ସକାଳେ ଦୁଇରୁ ତିନି ଘଣ୍ଟା ପାଇଁ ପାଗ ଶୁଖିଲା ରହିଥିଲା। ଏହାପରେ ପୁଣି ବର୍ଷା ଆରମ୍ଭ ହୋଇଛି। ଇଂଲଣ୍ଡ ପାଣିପାଗ […]

team-india

team-india

Subhransu Sekhar
  • Published: Thursday, 13 June 2019
  • Updated: 13 June 2019, 03:52 PM IST

Sports

Latest News

ଲଣ୍ଡନ: ଯାହା ଆଶଙ୍କା କରା ଯାଉଥିଲା ସେୟା ହେଲା। ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଲା। ବର୍ଷା ଯୋଗୁ ଆଜି ଇଂଲଣ୍ଡର ନଟିଂହ୍ୟାମରେରେ ଖେଳାଯିବାକୁ ଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ବିଳମ୍ବ ହୋଇଛି। ବର୍ଷା ହେଉଥିବାରୁ ଖବର ଲେଖାଯିବା ସୁଦ୍ଧା ଟସ୍ ମଧ୍ୟ ପଡ଼ିପାରିନି।

ନଟିଂହ୍ୟାମରେ ଗତକାଲି ରାତିରେ ଲଗାଣ ବର୍ଷା ହୋଇଥିଲା। ଏହାପରେ ଆଜି ସକାଳେ ଦୁଇରୁ ତିନି ଘଣ୍ଟା ପାଇଁ ପାଗ ଶୁଖିଲା ରହିଥିଲା। ଏହାପରେ ପୁଣି ବର୍ଷା ଆରମ୍ଭ ହୋଇଛି। ଇଂଲଣ୍ଡ ପାଣିପାଗ ବିଭାଗ ଅନୁସାରେ ଆଜି ପାଗ ମେଘୁଆ ରହିବ।

ବର୍ଷା ପାଗ ହୋଇଥିଲେ ମଧ୍ୟ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭାରତ ଆଜି ତା’ର ତୃତୀୟ ମ୍ୟାଚ୍ ଖେଳିବ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦଳ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ହରାଇଥିଲା। ଆଜି ଦଳ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଏଯାବତ୍ ତିନୋଟି ମ୍ୟାଚ୍ ଖେଳି ନ୍ୟୁଜିଲ୍ୟାଣ୍ଡ ଦଳ ସବୁଗୁଡ଼ିକରେ ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story