କାଲିଠୁ ଭୁବନେଶ୍ୱରରେ ହିରୋ ଇଣ୍ଡିଆ ଓମେନ୍‌ ଲିଗ୍, ୟୁରୋସ୍ପୋର୍ଟରେ ସିଧାପ୍ରସାରଣ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭୁବନେଶ୍ୱରର ବିଭିନ୍ନ ଷ୍ଟାଡିୟମରେ ଆରମ୍ଭ ହେବ  ହିରୋ ଇଣ୍ଡିଆ ଓମେନ ଲିଗ୍। ଏହି ମହିଳା ଫୁଟବଲ ଲିଗର ସିଧାପ୍ରସାରଣ ଦର୍ଶକମାନେ କେବଳ ୟୁରୋସ୍ପୋର୍ଟ ଇଣ୍ଡିଆ ଚ୍ୟାନେଲରେ ଦେଖିପାରିବେ। ହିରୋ ଓମେନ୍‌ ଲିଗରେ ମୋଟ ୧୨ ଟିମ୍ ଭାଗ ନେଉଛନ୍ତି। ଭୁବନେଶ୍ୱରର ୩  ପ୍ରମୁଖ ଖେଳ ପଡ଼ିଆ କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ ଷ୍ଟାଡିୟମ, ୭ମ ବାଟାଲିୟନ ଷ୍ଟାଡିୟମରେ ଏହି ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ। ପ୍ରାୟ ୨ ବର୍ଷ ପରେ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ […]

Fottball

Fottball

Hemant Lenka
  • Published: Thursday, 14 April 2022
  • Updated: 14 April 2022, 12:51 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭୁବନେଶ୍ୱରର ବିଭିନ୍ନ ଷ୍ଟାଡିୟମରେ ଆରମ୍ଭ ହେବ  ହିରୋ ଇଣ୍ଡିଆ ଓମେନ ଲିଗ୍। ଏହି ମହିଳା ଫୁଟବଲ ଲିଗର ସିଧାପ୍ରସାରଣ ଦର୍ଶକମାନେ କେବଳ ୟୁରୋସ୍ପୋର୍ଟ ଇଣ୍ଡିଆ ଚ୍ୟାନେଲରେ ଦେଖିପାରିବେ।

ହିରୋ ଓମେନ୍‌ ଲିଗରେ ମୋଟ ୧୨ ଟିମ୍ ଭାଗ ନେଉଛନ୍ତି। ଭୁବନେଶ୍ୱରର ୩  ପ୍ରମୁଖ ଖେଳ ପଡ଼ିଆ କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ ଷ୍ଟାଡିୟମ, ୭ମ ବାଟାଲିୟନ ଷ୍ଟାଡିୟମରେ ଏହି ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ।

ପ୍ରାୟ ୨ ବର୍ଷ ପରେ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରମୁଖ ମହିଳା ଫୁଟବଲ କ୍ଲବଗୁଡ଼ିକ ମଧ୍ୟରେ ଖେଳା ଯାଉଥିବା ଏହି ଲିଗରେ ମୋଟ ୬୬ଟି ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ଦଳ ପରସ୍ପର ବିରୋଧରେ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ। ଶେଷରେ ସର୍ବାଧିକ ପଏଣ୍ଟ ହାସଲ କରିଥିବା ଦଳ ଚାମ୍ପିୟନ ହେବ। ତେବେ ୟୁରୋସ୍ପୋର୍ଟ ଇଣ୍ଡିଆ ଚ୍ୟାନେଲରେ ମୋଟ ୩୦ଟି ମ୍ୟାଚ୍‌ର  ସିଧାପ୍ରସାରଣ କରାଯିବ।

ଏହି ଲିଗ୍ ଫୁଲବଲ କ୍ରୀଡା ପ୍ରେମୀଙ୍କୁ ବେଶ ଉତ୍ସାହିତ କରିବ ଓ ଅନ୍ୟ କ୍ରୀଡା ମହାକୁମ୍ଭ ଆୟୋଜନର ବାଟ ଫିଟାଇବ ବୋଲି ଏଆଇଏଫ୍ଏଫର ସିଇଓ(ଏଲ୍ଆଣ୍ଡଡି) ସୁନାନ୍ଦୋ ଧର ଆଶା ପ୍ରକାଶ କରିଛନ୍ତି।

ବିଗତ କିଛି ବର୍ଷ ଧରି ୟୁରୋସ୍ପୋର୍ଟ ଇଣ୍ଡିଆ ଭାରତୀୟ ଫୁଟବଲ ପ୍ରେମୀଙ୍କ ପାଇଁ ଏକାଧିକ ମ୍ୟାଚ୍‌ର ସିଧାପ୍ରସାରଣ କରିଛି। କ୍ରୀଡ଼ାପ୍ରେମୀମାନେ ନିଜର ଜାତୀୟ ଟିମ୍‌କୁ ଓମାନ ଓ ୟୁଏଇ ବିରୋଧରେ ମ୍ୟାଚ୍‌ ଖେଳିବାର ଦୃଶ୍ୟ ୟୁରୋସ୍ପୋର୍ଟରେ ଦେଖିବାକୁ ସକ୍ଷମ ହୋଇଛନ୍ତି।

ସେହିପରି ସାଉଥ ଏସିଆନ ଫୁଟବଲ ଫେଡରେସନ(ଏସଏଏଫଏଫ) ଚାମ୍ପିୟନଶିପ୍‌ ମ୍ୟାଚ୍‌ ମଧ୍ୟ ଏହି ଚ୍ୟାନେଲରେ ପ୍ରସାରଣ ହୋଇଥିଲା। ୟୁରୋସ୍ପୋର୍ଟ ଭାରତରେ ଅନୁଷ୍ଠିତ ହୋଇଥିବା Hero Futsal Club Championshipର ପ୍ରଥମ ସଂସ୍କରଣ ଓ 2022 AFC Women’s Asian Cupର ସିଧାପ୍ରସାଣ କରିଥିଲା।

ଆସନ୍ତାକାଲି ଦିନ ୪ଟାରୁ ହିରୋ ଓମେନ୍‌ ଲିଗ ଆରମ୍ଭ ହେବ। କ୍ୟାପିଟାଲ ପଡ଼ିଆରେ ପିଆଇଏଫ ସ୍ପୋର୍ଟସ(କୋଲାବା) ଏଫସି ଓ ଏଫସି କର୍ଣ୍ଣାଟକା ପରସ୍ପକୁ ଭେଟିବେ। ସେହି ସମାନ ସମୟରେ ଏସଏସବି ଓମେନ ଏଫସି ଓ ହାନ୍ସ ଓମେନ ଏଫସି ୭ମ ବାଟାଲିୟନ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story