ମ୍ୟାକ୍ସୱେଲଙ୍କ ବାହାଘରରେ ବିରାଟଙ୍କ ଡ୍ୟାନ୍ସ, ଡୁପ୍ଲେସିସଙ୍କ ଭାରତୀୟ ପୋଷାକ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲଗାତାର ଦୁଇଟି ମ୍ୟାଚ୍‌ ହାରିଥିଲେ ହେଁ ଖେଳାଳିଙ୍କ ମନୋବଳ ଆଦୌ ଭାଙ୍ଗିନାହିଁ। ମ୍ୟାଚ୍‌ ହାରିବା ପରେ ମଧ୍ୟ ସମସ୍ତେ ଖୁସି ଅଛନ୍ତି। ଏହି ଖୁସିର ଝଲକ ଟିମ ମେଟ୍‌ ଗ୍ଲେନ ମ୍ୟାକ୍ସୱେଲଙ୍କ ବିବାହ ପରେ ଆୟୋଜିତ ସ୍ୱତନ୍ତ୍ର ପାର୍ଟିରେ ଦେଖିବାକୁ ମିଳିଛି। ବୁଧବାର ଅର୍ଥାତ ଏପ୍ରିଲ ୨୭ରେ ମ୍ୟାକ୍ସୱେଲ ଆରସିବି ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ସବୁ ଖେଳାଳି ଭାରତୀୟ ପୋଷାକ ପରିଧାନ କରିଥିଲେ। […]

Virat

Virat

Hemant Lenka
  • Published: Thursday, 28 April 2022
  • Updated: 28 April 2022, 08:54 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲଗାତାର ଦୁଇଟି ମ୍ୟାଚ୍‌ ହାରିଥିଲେ ହେଁ ଖେଳାଳିଙ୍କ ମନୋବଳ ଆଦୌ ଭାଙ୍ଗିନାହିଁ। ମ୍ୟାଚ୍‌ ହାରିବା ପରେ ମଧ୍ୟ ସମସ୍ତେ ଖୁସି ଅଛନ୍ତି। ଏହି ଖୁସିର ଝଲକ ଟିମ ମେଟ୍‌ ଗ୍ଲେନ ମ୍ୟାକ୍ସୱେଲଙ୍କ ବିବାହ ପରେ ଆୟୋଜିତ ସ୍ୱତନ୍ତ୍ର ପାର୍ଟିରେ ଦେଖିବାକୁ ମିଳିଛି।

ବୁଧବାର ଅର୍ଥାତ ଏପ୍ରିଲ ୨୭ରେ ମ୍ୟାକ୍ସୱେଲ ଆରସିବି ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ସବୁ ଖେଳାଳି ଭାରତୀୟ ପୋଷାକ ପରିଧାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିରାଟ କୋହଲି ପୁଷ୍ପା ଫିଲ୍ମର ହିଟ୍‌ ଗୀତ ଓ ଅଣ୍ଟାଭାରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି।

ତାଙ୍କୁ ଏଥି୍ରେ ଦଳର ଅଲରାଉଣ୍ଡର ଶାହବାଜ ଅହମଦ ଭରପୂର ସାଥ ଦେଇଥିଲେ। ସେହିପରି ଡୁପ୍ଲେସିସି ଓ ତାଙ୍କ ପତ୍ନୀ ମଧ୍ୟ ଭାରତୀୟ ପୋଷାକ ପିନ୍ଧିଥିଲେ। ଡୁପ୍ଲେସିସି କୁର୍ତ୍ତା ପାଇଜାମା ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ଶାଢ଼ୀରେ ନଜର ଆସିଛନ୍ତି। ବିରାଟଙ୍କ ବ୍ୟତୀତ ଅନୁଷ୍କା ଶର୍ମା ମଧ୍ୟ ମ୍ୟାକ୍ସୱେଲଙ୍କ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ବିରାଟଙ୍କ ସହ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ବାୟୋ ବବଲ୍ସ ମଧ୍ୟରେ ହିଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମ୍ୟାକ୍ସୱେଲ ଏପ୍ରିଲ ୧୮ରେ ତାଙ୍କ ଭାରତୀୟ ବଂଶଦ୍ଭୋବ ପ୍ରେମିକା ଭିନି ରମନଙ୍କୁ ବିବାହ କରିଥିଲେ।

ଆରସିବି ଖେଳାଳି ଶେର୍ଫନ ରଥରଫୋର୍ଡ ମଧ୍ୟ ବିରାଟଙ୍କ ସହ ଉଠାଇଥିବା ଫଟୋକୁ ପୋଷ୍ଟ କରିଛନ୍ତି।

View this post on Instagram

A post shared by Faf du plessis (@fafdup)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story