ଭାରତକୁ ଭାରୋତ୍ତୋଳନରେ ଆଉ ଗୋଟିଏ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୬ଷ୍ଠ ଦିନରେ ଭାରତ ଆଉ ଗୋଟିଏ ପଦକ ଜିତିଛି। ପୁଣିଥରେ ଭାରୋତ୍ତୋଳନରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ। ଭାରତର ଲଭପ୍ରୀତ ସିଂହ ପୁରୁଷ ୧୦୯ କେଜି ବର୍ଗରେ ଦେଶ ପାଇଁ ଏହି ପଦକ ଜିତିଛି। ଏହାପୂର୍ବରୁ ଭାରୋତ୍ତୋଳନରେ ଭାରତ ୮ଟି ପଦକ ଜିତିଥିଲା। ଏହାକୁ ମିଶାଇ ଭାରୋତ୍ତୋଳନରେ ଦେଶର ପଦକ ସଂଖ୍ୟା ୯ରେ ପହଞ୍ଚିଛି। ସେହିପରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଏଯାଏ ୧୪ଟି ପଦକ ଜିତି ସାରିଲାଣି। ଆଜି ଲଭପ୍ରୀତ ଦମଦାର […]

medal

medal

Hemant Lenka
  • Published: Wednesday, 03 August 2022
  • Updated: 03 August 2022, 04:45 PM IST

Sports

Latest News

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୬ଷ୍ଠ ଦିନରେ ଭାରତ ଆଉ ଗୋଟିଏ ପଦକ ଜିତିଛି। ପୁଣିଥରେ ଭାରୋତ୍ତୋଳନରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ। ଭାରତର ଲଭପ୍ରୀତ ସିଂହ ପୁରୁଷ ୧୦୯ କେଜି ବର୍ଗରେ ଦେଶ ପାଇଁ ଏହି ପଦକ ଜିତିଛି। ଏହାପୂର୍ବରୁ ଭାରୋତ୍ତୋଳନରେ ଭାରତ ୮ଟି ପଦକ ଜିତିଥିଲା। ଏହାକୁ ମିଶାଇ ଭାରୋତ୍ତୋଳନରେ ଦେଶର ପଦକ ସଂଖ୍ୟା ୯ରେ ପହଞ୍ଚିଛି। ସେହିପରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଏଯାଏ ୧୪ଟି ପଦକ ଜିତି ସାରିଲାଣି।

ଆଜି ଲଭପ୍ରୀତ ଦମଦାର ଆରମ୍ଭ କରିଥିଲେ। ସେ ସ୍ନାଚର ପ୍ରଥମ ପ୍ରୟାସରେ ୧୫୭ କେଜି, ଦ୍ୱିତୀୟ ପ୍ରୟାସରେ ୧୬୩ କେଜି ଓ ୩ୟ ପ୍ରୟାସରେ ୧୬୩ କେଜି ଉଠାଇ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହାପରେ ଆରମ୍ଭ ହୋଇଥିଲା କ୍ଲିନ ଆଣ୍ଡ ଜର୍କ। ଏଥିରେ ମଧ୍ୟ ଲଭପ୍ରୀତ ନିଜର ଜଲୱା ଦେଖାଇ ଯଥାକ୍ରମେ ୧୮୫ କେଜି, ୧୮୯ କେଜି ଓ ୧୯୨ କେଜିତ ଲିଫ୍ଟ କରିଥିଲେ। ଏଥିସହ ସେ ମୋଟ ୩୫୫ କେଜି ଉଠାଇ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ।

ଏହି ଇଭେଣ୍ଟରେ କ୍ୟାମେରୁନର ଜୁନିୟର ପି ନାଗାଡଜା ମୋଟ ୩୮୧ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ଓ ସାମୋଆର ଜ୍ୟାକ ଓପେଲୋଗେ ୩୫୮ କେଜି ଓଜନ ଉଠାଇ ରୌପ୍ୟ ପଦକ ଜିତିଛନ୍ତି।

ଲଭପ୍ରୀତିଙ୍କ ପୂର୍ବରୁ ଭାରତ ପାଇଁ ଭାରୋତ୍ତୋଳନରେ ମୀରାବାଈ ଚାନୁ ସ୍ୱର୍ଣ୍ଣ, ଅଚିନ୍ତା ଶିଉଳି ସ୍ୱର୍ଣ୍ଣ, ଜେରେମି ଲାଲରିନୁଙ୍ଗା ସ୍ୱର୍ଣ୍ଣ, ବିନ୍ଦ୍ୟାରାଣୀ ରୌପ୍ୟ, ବିକାଶ ଠାକୁର ରୌପ୍ୟ, ସଙ୍କେତ ମହାଦେବ ସାଗର ରୌପ୍ୟ, ଗୁରୁରାଜା ପୂଜାରୀ ବ୍ରୋଞ୍ଜ ଓ ମହିଳା ୭୧ କେଜି ବର୍ଗରେ ହରଜିନ୍ଦର କୌର ବ୍ରୋଞ୍ଜ ପଦକ ଜିତିଥିଲେ।

ମଙ୍ଗଳବାର ରାତିରେ ମିଶ୍ରିତ ବ୍ୟାଡମିଣ୍ଟନ ଇଭେଣ୍ଟରେ ଭାରତୀୟ ଦଳ ରୌପ୍ୟ ପଦକ ଜିତିଥିଲା। ଲନ ବଲ ଓ ଟେବୁଲ ଟେନିସରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ଜୁଡୋରେ ସୁଶୀଲା ଦେବୀ ରୌପ୍ୟ ଓ ପୁରୁଷ ୬୦ କେଜି ବର୍ଗରେ ବିଜୟ କୁମାର ଯାଦବ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story