ମ୍ୟାଚ୍‌ ପୂର୍ବରୁ ସଡ଼କ ଦୁର୍ଘଟଣା: ଲକ୍ଷ୍ନୌ ଟିମ୍‌ର ସିଇଓଙ୍କ ସମେତ ୩ ଆହତ

ମୁମ୍ବାଇ: ଆଉ କିଛି ସମୟ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଚଳିତ ଆଇପିଏଲର ଆଉ ଏକ ହାଇଭୋଲଟେଜଜ ମ୍ୟାଚ୍‌ ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ଟିମ୍‌ ସହ ଘଟିଛି ବଡ଼ ଅଘଟଣ। ଟିମ ବସ୍‌ ସହ ମୁମ୍ବାଇରୁ ପୁଣେ ଯାଉଥିବା ବେଳେ ସିଇଓ ରଘୁ ଆୟର ବଡ଼ଧରଣର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ଦୁର୍ଘଟଣାରେ ବସ୍‌ କ୍ଷତିଗ୍ରସ୍ତ ହୋଇନାହିଁ। କିନ୍ତୁ ସିଇଓଙ୍କ କାର୍‌ ଭାଙ୍ଗି ଯାଇଛି। ଏଥିରେ ସିଇଓଙ୍କ […]

IPL

IPL

Hemant Lenka
  • Published: Friday, 29 April 2022
  • Updated: 29 April 2022, 07:12 PM IST

Sports

Latest News

ମୁମ୍ବାଇ: ଆଉ କିଛି ସମୟ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଚଳିତ ଆଇପିଏଲର ଆଉ ଏକ ହାଇଭୋଲଟେଜଜ ମ୍ୟାଚ୍‌ ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ଟିମ୍‌ ସହ ଘଟିଛି ବଡ଼ ଅଘଟଣ। ଟିମ ବସ୍‌ ସହ ମୁମ୍ବାଇରୁ ପୁଣେ ଯାଉଥିବା ବେଳେ ସିଇଓ ରଘୁ ଆୟର ବଡ଼ଧରଣର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ଦୁର୍ଘଟଣାରେ ବସ୍‌ କ୍ଷତିଗ୍ରସ୍ତ ହୋଇନାହିଁ। କିନ୍ତୁ ସିଇଓଙ୍କ କାର୍‌ ଭାଙ୍ଗି ଯାଇଛି। ଏଥିରେ ସିଇଓଙ୍କ ସମେତ ମୋଟ ୩ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ପୁଣେରେ ମ୍ୟାଚ୍‌ ଥିବାରୁ ପୂରା ଟିମ୍‌ ଓ ମ୍ୟାନେଜମେଣ୍ଟ ମୁମ୍ବାଇରୁ ବାହାରିଥିଲେ। ଟିମ୍‌ର ସଦସ୍ୟମାନେ ବସ୍‌ରେ ଯାଉଥିବା ବେଳେ ପଛେପଛେ ସିଇଓ ରଘୁ ଆୟର, ମେଣ୍ଟୋର ଗୌତମ ଗମ୍ଭୀରଙ୍କ ସହଯୋଗୀ ଓ ଆଉ ଜଣେ ବ୍ୟକ୍ତି କାର୍‌ ଯୋଗେ ରହିଥିଲେ। କିନ୍ତୁ ଅଧାର ରାସ୍ତାରେ ରଘୁ ଆୟରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରେ ୩ ଜଣ ଯାକ ଆହତ ହୋଇଛନ୍ତି। କିନ୍ତୁ ସେମାନେ ବିପଦ ମୁକ୍ତ ରହିଥିବା କୁହାଯାଉଛି।

ଘଟଣା ପରେ ମୁମ୍ବାଇ-ପୁଣେ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଖେଳାଳିଙ୍କୁ ନେଇ ଯାଉଥିବା ବସ୍‌ ମଧ୍ୟ କିଛି ସମୟ ପାଇଁ ଅଟକି ଥିଲା। ତେବେ ପୁଲିସ୍‌ର ହସ୍ତକ୍ଷେପ ପରେ ସବୁ କିଛିରେ ସୁଧାର ଆସିଛି।

ସୂଚନାଯୋଗ୍ୟ, ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ ପକ୍ଷରୁ ଲକ୍ଷ୍ନୌ ଟିମ୍‌କୁ କିଣା ଯାଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ଲକ୍ଷ୍ନୌ ଆଇପିଏଲରେ ଭାଗ ନେଇଛି। କେଏଲ ରାହୁଲ ଏହି ଦଳର ଅଧିନାୟକ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story