ବାହା ହେଲେ ସ୍ପିନର ନାଥନ ଲାୟନ

ମେଲବର୍ଣ୍ଣ: ନିଜର ପ୍ରେମିକାଙ୍କୁ ବିବାହ କରିଛନ୍ତି ଅଷ୍ଟ୍ରେଲିଆର ଅପ ସ୍ପିନର ନାଥନ ଲାୟନ। ରବିବାର ଲାୟନ ଓ ଇମ୍ମା ମ୍ୟାକାର୍ଥୀଙ୍କ ବିବାହ ଶେଷ ହୋଇଛି। ଉଭୟ ଦୀର୍ଘ ବର୍ଷ ହେଲାଣି ପରସ୍ପରକୁ ଭଲ ପାଉଥିଲେ। ଲାୟନ ଖେଳୁଥିବା ଅନେକ ମ୍ୟାଚ୍‌ରେ ମ୍ୟାକାର୍ଥୀଙ୍କୁ ପୂର୍ବରୁ ଦେଖିବାକୁ ମିଳିଥିଲା। ଏବେ ଉଭୟ ନିଜର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଇଛନ୍ତି। ବାହାଘର ପରେ ଲାୟନ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ମ୍ୟାକାର୍ଥୀଙ୍କ ସହ ଉଠାଇଥିବା ଫଟୋକୁ ଶେୟାର କରିଛନ୍ତି। ଏହି […]

lyon

lyon

Hemant Lenka
  • Published: Monday, 25 July 2022
  • Updated: 25 July 2022, 12:14 PM IST

Sports

Latest News

ମେଲବର୍ଣ୍ଣ: ନିଜର ପ୍ରେମିକାଙ୍କୁ ବିବାହ କରିଛନ୍ତି ଅଷ୍ଟ୍ରେଲିଆର ଅପ ସ୍ପିନର ନାଥନ ଲାୟନ। ରବିବାର ଲାୟନ ଓ ଇମ୍ମା ମ୍ୟାକାର୍ଥୀଙ୍କ ବିବାହ ଶେଷ ହୋଇଛି। ଉଭୟ ଦୀର୍ଘ ବର୍ଷ ହେଲାଣି ପରସ୍ପରକୁ ଭଲ ପାଉଥିଲେ। ଲାୟନ ଖେଳୁଥିବା ଅନେକ ମ୍ୟାଚ୍‌ରେ ମ୍ୟାକାର୍ଥୀଙ୍କୁ ପୂର୍ବରୁ ଦେଖିବାକୁ ମିଳିଥିଲା। ଏବେ ଉଭୟ ନିଜର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଇଛନ୍ତି।

ବାହାଘର ପରେ ଲାୟନ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ମ୍ୟାକାର୍ଥୀଙ୍କ ସହ ଉଠାଇଥିବା ଫଟୋକୁ ଶେୟାର କରିଛନ୍ତି। ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ସହ ଲାୟନଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି। ନିକଟରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ସିରିଜ୍‌ରେ ଲାୟନ ନଜର ଆସିଥିଲେ। ଶ୍ରୀଲଙ୍କାରୁ ଫେରିବା ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଲାୟନ ୧୧ଟି ୱିକେଟ ନେଇଥିଲେ। ପ୍ରଥମ ଟେଷ୍ଟରେ ସେ ୫ ୱିକେଟ ଦଖଲ କରିଥିଲେ। ଏହି ମ୍ୟାଚ୍‌ରେ ସେ ମୋଟ ମୋଟ ୯ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏଯାଏ ଅଷ୍ଟ୍ରେଲିଆ ପାଇଁ ୧୧୦ଟି ଟେଷ୍ଟ ମ୍ୟାଚ ଖେଳିଥିବା ଲାୟନଙ୍କ ୱିକେଟ ସଂଖ୍ୟା ୪୩୮। ଗତବର୍ଷ ଡିସେମ୍ବରରେ ସେ ନିଜ ଟେଷ୍ଟ କ୍ୟାରିୟର ୪୦୦ ୱିକେଟ ଦଖଲ କରିଥିଲେ। ଇଂଲଣ୍ଡ ବିପକ୍ଷ ଆଶେସ ସିରିଜରେ ତାଙ୍କୁ ଏହି ସଫଳି ମିଳିଥିଲା।

ଟେଷ୍ଟ କ୍ରିକେଟରେ ସେ ୨୦ଥର ୫ରୁ ଅଧିକ ୱିକେଟ ନେଇଛନ୍ତି। ସେହିପରି ଅଷ୍ଟ୍ରେଲିଆ ପାଇଁ ମାତ୍ର ୨୯ଟି ଦିନିକିଆ ଖେଳି ଲାୟନ ୨୯ଟି ୱିକେଟ ନେଇଛନ୍ତି। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୪/୪୪। ଦୁଇଟି ଟି-୨୦ ଖେଳିଥିବା ଲାୟନଙ୍କ ୱିକେଟ ସଂଖ୍ୟା ହେଉଛି ୨। ସେ ୨୦୧୮ରେ ଶେଷ ଥର ପାଇଁ ପାକିସ୍ତାନ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ।

View this post on Instagram

A post shared by Nathan Lyon (@nath.lyon421)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story