ଶେନ୍‌ ୱାର୍ଣ୍ଣଙ୍କ ନାଁରେ ସାଂଘାତିକ ଅଭିଯୋଗ

ସିଡ୍‌ନୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍ପିନର ଶେନ୍ ୱାର୍ଣ୍ଣ ପୁଣି ବିବାଦରେ ପଡ଼ିଛନ୍ତି। ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ମଡେଲ୍ ତଥା ଟେଲି ଅଭିନେତ୍ରୀ ଜେସିକା ପାୱାରଙ୍କୁ ଅଶ୍ଲୀଳ ମେସେଜ୍ ପଠାଇବା ସହିତ ହୋଟେଲ୍‌କୁ ଡାକିଥିବା ନେଇ ଅଭିଯୋଗ ହୋଇଛି। ଶେନ୍ ୱାର୍ଣ୍ଣଙ୍କ ଏଭଳି ଆଚରଣ ପାଇଁ ଜେସିକା ତାଙ୍କୁ ପାଗଳ ବୋଲି କହିଛନ୍ତି। ଶେନ୍‌ ୱାର୍ଣ୍ଣ ପଠାଇଥିବା ମେସେଜ୍ ଗୁଡ଼ିକୁ ଜେସିକା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ଏଥିରେ ୱାର୍ଣ୍ଣ ତାଙ୍କୁ […]

Shane Warne

Shane Warne

Jitendra Garnayak
  • Published: Friday, 05 November 2021
  • Updated: 05 November 2021, 07:41 PM IST

Sports

Latest News

ସିଡ୍‌ନୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍ପିନର ଶେନ୍ ୱାର୍ଣ୍ଣ ପୁଣି ବିବାଦରେ ପଡ଼ିଛନ୍ତି। ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ମଡେଲ୍ ତଥା ଟେଲି ଅଭିନେତ୍ରୀ ଜେସିକା ପାୱାରଙ୍କୁ ଅଶ୍ଲୀଳ ମେସେଜ୍ ପଠାଇବା ସହିତ ହୋଟେଲ୍‌କୁ ଡାକିଥିବା ନେଇ ଅଭିଯୋଗ ହୋଇଛି। ଶେନ୍ ୱାର୍ଣ୍ଣଙ୍କ ଏଭଳି ଆଚରଣ ପାଇଁ ଜେସିକା ତାଙ୍କୁ ପାଗଳ ବୋଲି କହିଛନ୍ତି।

ଶେନ୍‌ ୱାର୍ଣ୍ଣ ପଠାଇଥିବା ମେସେଜ୍ ଗୁଡ଼ିକୁ ଜେସିକା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ଏଥିରେ ୱାର୍ଣ୍ଣ ତାଙ୍କୁ ହୋଟେଲ୍‌କୁ ଡାକି ଥିବା ସ୍ପଷ୍ଟ ଭାବେ ଲେଖାଯାଇଛି। ଜେସିକା ହୋଟେଲ୍‌କୁ ଯିବାକୁ ମନା କରିବା ସତ୍ତ୍ୱେ ୱାର୍ଣ୍ଣ ତାଙ୍କ ପାଖକୁ ଲଗାତାର ଅନେକ ମେସେଜ୍ କରିଛନ୍ତି।

୩୦ ବର୍ଷୀୟା ଜେସିକା କହିଛନ୍ତି, ମୁଁ ସାକ୍ଷାତ କରିବାକୁ ମନା କରିବା ସତ୍ତ୍ୱେ ଶେନ୍ ୱାର୍ଣ୍ଣ ମୋତେ ଲଗାତାର ମେସେଜ୍ ପଠାଇଥିଲେ।

ଶେନ୍‌ ୱାର୍ଣ୍ଣଙ୍କ ବିରୋଧରେ ଏଭଳି ଅଭିଯୋଗ କିଛି ନୂଆ ନୁହେଁ। ସେ ପୂର୍ବରୁ ବି ଏଭଳି କଥା ପାଇଁ ବିବାଦରେ ପଡ଼ିଛନ୍ତି। ଆଫେୟାର ଓ ସେକ୍ସ ସ୍କ୍ୟାଣ୍ଡେଲ ଯୋଗୁ ତାଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ୱାର୍ଣ୍ଣ ଅଷ୍ଟ୍ରେଲିଆ ପକ୍ଷରୁ ୩୩୯ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ଟେଷ୍ଟ୍ କ୍ରିକେଟ୍‌ରେ ୭୦୮ଟି ୱିକେଟ୍ ନେଇଥିବା ବେଳେ ଦିନିକିଆରେ ୨୯୩ଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story