ବିଶ୍ୱ ରେକର୍ଡ ସହ ବିଶ୍ୱକପରେ ସ୍ୱର୍ଣ୍ଣ ଜିତିଲେ ଭାରତର ଅବନୀ

ପ୍ୟାରିସ: ଟୋକିଓ ପାରାଅଲିମ୍ପିକ୍ସ ଚାମ୍ପିୟନ ତଥା ଭାରତର ଷ୍ଟାର ଶୁଟର ଅବନୀ ଲେଖରା ବିଶ୍ୱକପରେ ମଧ୍ୟ ନିଜର ଦବଦବା ଦେଖାଇଛନ୍ତି। ସେ ବିଶ୍ୱ ରେକର୍ଡ ସହ ଭାରତ ପାଇଁ ପାରା ଶୁଟିଂ ବିଶ୍ୱକପରେ ସ୍ୱର୍ଣ୍ଣ ଜିତିଛନ୍ତି। ଅବନୀ ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୍‌୧ରେ ୨୫୦.୬ ସ୍କୋର କରି ବିଶ୍ୱ ରେକର୍ଡ କରିଛନ୍ତି। ଏଥିସହ ଫ୍ରାନ୍ସରେ ଭାରତ ପାଇଁ ବିଜୟ ପତାକା ଉଡ଼ାଇଛନ୍ତି। ପୂର୍ବରୁ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୍‌ ୧ର […]

avani-lekhara

avani-lekhara

Hemant Lenka
  • Published: Tuesday, 07 June 2022
  • Updated: 07 June 2022, 09:56 PM IST

Sports

Latest News

ପ୍ୟାରିସ: ଟୋକିଓ ପାରାଅଲିମ୍ପିକ୍ସ ଚାମ୍ପିୟନ ତଥା ଭାରତର ଷ୍ଟାର ଶୁଟର ଅବନୀ ଲେଖରା ବିଶ୍ୱକପରେ ମଧ୍ୟ ନିଜର ଦବଦବା ଦେଖାଇଛନ୍ତି। ସେ ବିଶ୍ୱ ରେକର୍ଡ ସହ ଭାରତ ପାଇଁ ପାରା ଶୁଟିଂ ବିଶ୍ୱକପରେ ସ୍ୱର୍ଣ୍ଣ ଜିତିଛନ୍ତି। ଅବନୀ ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୍‌୧ରେ ୨୫୦.୬ ସ୍କୋର କରି ବିଶ୍ୱ ରେକର୍ଡ କରିଛନ୍ତି। ଏଥିସହ ଫ୍ରାନ୍ସରେ ଭାରତ ପାଇଁ ବିଜୟ ପତାକା ଉଡ଼ାଇଛନ୍ତି।

ପୂର୍ବରୁ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୍‌ ୧ର ରେକର୍ଡ ସ୍କୋର ଅବନୀଙ୍କ ନାଁରେ ରହିଥିଲା। ସେ ଏହି ବର୍ଗରେ ୨୪୯.୬ ପଏଣ୍ଟ ସ୍କୋର କରିଥିଲେ। ଆଜି ୨୦ ବର୍ଷୀୟ ଅବନୀ ନିଜ ରେକର୍ଡକୁ ଭାଙ୍ଗି ୨୦୨୪ରେ ପ୍ୟାରିସରେ ହେବାକୁ ଥିବା ପାରା ଅଲିମ୍ପିକ୍ସର ଟିକେଟ ପକ୍କା କରିଛନ୍ତି। ଅବନୀ ସ୍ୱର୍ଣ୍ଣ ଜିତିଥିବା ବେଳେ ପୋଲାଣ୍ଡର ଇମିଲିଆ ବାବସ୍କା ୨୪୭.୬ ପଏଣ୍ଟ ସହ ରୌପ୍ୟ ଓ ସ୍ୱିଡେନର ଆନ୍ନା ନୋରମାନ ୨୨୬.୬ ପଏଣ୍ଟ ସହ କାଂସ୍ୟ ପଦକ ଜିତିଛନ୍ତି।

ଗତବର୍ଷ ଟୋକିଓରେ ଅନୁଷ୍ଠିତ ପାରାଲିମ୍ପିକ୍ସରେ ଅବନୀ ଭାରତ ପାଇଁ ଦୁଇଟି ପଦକ ଜିତିଥିଲେ। ସେ ପ୍ରଥମେ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପରେ ସେ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ।

ଅବନୀ ଭାରତର ପ୍ରଥମ ଆଥଲେଟ୍ ଭାବେ କୌଣସି ପାରାଲିମ୍ପିକ୍ସରେ ଡବଲ୍ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ଏହା ସହିତ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ଅବନୀ ପ୍ରଥମ ଭାରତୀୟ ମହିଳା ହେବାର କୀର୍ତ୍ତିମାନ ସ୍ଥାପନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story