କଥା ଦେଇ ରଖିଲେ ଆନନ୍ଦ ମହିନ୍ଦ୍ରା, ନଟରାଜନଙ୍କୁ ଦେଲେ ସ୍ପେଶାଲ ଗିଫ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ଲଗାତର ଦ୍ୱିତୀୟଥର ଟିମ ଇଣ୍ଡିଆ ଟେଷ୍ଟ ସିରିଜରେ ହରାଇ ଇତିହାସ ରଚିଥିଲା। ଗାବାରେ ଖେଳାଯାଇଥିବା ଚତୁର୍ଥ ତଥା ଶେଷ ଟେଷ୍ଟରେ ଭାରତ ୩ ୱିକେଟରେ ବିଜୟୀ ହୋଇଥିଲା। ଏହି ଐତିହାସିକ ସଫଳତା ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଭାରତୀୟ ଟିମର ୬ ଖେଳାଳିଙ୍କୁ ୬ ମହିନ୍ଦ୍ରା ଥାର ଏସୟୁଭି ଉପହାର ସ୍ୱରୂପ ଦେବା ପାଇଁ ଘୋଷଣା କରିଥିଲେ। ଆନନ୍ଦ ମହିନ୍ଦ୍ରା ଏବେ ନିଜର ପ୍ରତିଶ୍ରୁତି ପୂରଣ କରି ଭାରତୀୟ ପେସ୍ […]

anand-mahindra-and-t-natarajan

anand-mahindra-and-t-natarajan

Ranjit Kumar Jena
  • Published: Thursday, 01 April 2021
  • Updated: 03 April 2021, 06:40 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ତା' ନିଜ ମାଟିରେ ଲଗାତର ଦ୍ୱିତୀୟଥର ଟିମ ଇଣ୍ଡିଆ ଟେଷ୍ଟ ସିରିଜରେ ହରାଇ ଇତିହାସ ରଚିଥିଲା। ଗାବାରେ ଖେଳାଯାଇଥିବା ଚତୁର୍ଥ ତଥା ଶେଷ ଟେଷ୍ଟରେ ଭାରତ ୩ ୱିକେଟରେ ବିଜୟୀ ହୋଇଥିଲା। ଏହି ଐତିହାସିକ ସଫଳତା ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଭାରତୀୟ ଟିମର ୬ ଖେଳାଳିଙ୍କୁ ୬ ମହିନ୍ଦ୍ରା ଥାର ଏସୟୁଭି ଉପହାର ସ୍ୱରୂପ ଦେବା ପାଇଁ ଘୋଷଣା କରିଥିଲେ।

ଆନନ୍ଦ ମହିନ୍ଦ୍ରା ଏବେ ନିଜର ପ୍ରତିଶ୍ରୁତି ପୂରଣ କରି ଭାରତୀୟ ପେସ୍ ବୋଲର ଟି. ନଟରାଜନଙ୍କୁ ଗାଡ଼ି ଗିଫ୍ଟ କରିଛନ୍ତି। ଖୋଦ୍ ନଟରାଜନ୍ ନିଜର ଟ୍ୱିଟର୍ ଆକାଉଣ୍ଟରେ ଏହାର ସୂଚନା ଦେଇଛନ୍ତି। ଏହି ଗାଡ଼ିର ରିଟର୍ଣ୍ଣ ଗିଫ୍ଟ ଆକାରରେ ନଟରାଜନ୍ ଆନନ୍ଦ ମହିନ୍ଦ୍ରାଙ୍କୁ ଗାବା ଟେଷ୍ଟରେ ପିନ୍ଧିଥିବା ନିଜର ଜର୍ସିକୁ ସ୍ୱାକ୍ଷର କରି ଦେଇଛନ୍ତି।

https://twitter.com/Natarajan_91/status/1377602838776344581?s=20

ନଟରାଜନ ଟ୍ୱିଟ୍ କରି କହିଛନ୍ତି, ଭାରତ ପାଇଁ ମୋ କ୍ୟାରିୟରର ସବୁଠାରୁ ବଡ଼ ମୁହୂର୍ତ୍ତ। ଏହି ଯାତ୍ରାରେ ଆଗକୁ ବଢ଼ିବା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏହି ଅଭିଯାନରେ ମୋତେ ଯେଉଁ ଭଲପାଇବା ଓ ସ୍ନେହ ମିଳିଛି, ତାକୁ ପାଇଁ ମୁଁ ଅଭିଭୂତ। ଲୋକଙ୍କ ସମର୍ଥନ ଓ ପ୍ରୋତ୍ସାହନ ମୋତେ ଆଗକୁ ବଢ଼ିବାରେ ସହାୟକ ହେବ।

ଆଉ ଏକ ଟ୍ୱିଟରେ ନଟରାଜନ ଲେଖିଛନ୍ତି, ମୁଁ ଆଜି ସୁନ୍ଦର ମହିନ୍ଦ୍ରା ଥାର ଚଲାଇ ଘରକୁ ଆସିଛି। ମୁଁ ଶ୍ରୀ ଆନନ୍ଦ ମହିନ୍ଦ୍ରାଙ୍କୁ ଧନ୍ୟବାଦ ଜଣାଉଛି, ଯିଏ ମୋ ଯାତ୍ରାକୁ ଭଲଭାବେ ଜାଣିବା ସହ ମୋର ଆତ୍ମବିଶ୍ୱାସ ବଢ଼ାଇଛନ୍ତି। କ୍ରିକେଟ୍‌ ପାଇଁ ଆପଣଙ୍କ ଭଲପାଇବା ବହୁତ ଉଚ୍ଚରେ। ଆପଣଙ୍କୁ ଗାବା ଟେଷ୍ଟରେ ମୁଁ ପିନ୍ଧିଥିବା ଶର୍ଟକୁ ସାଇନ୍ କରି ଦେଉଛି।

ସୂଚନାଯୋଗ୍ୟ, ଆନନ୍ଦ ମହିନ୍ଦ୍ରା ଯେଉଁ ୬ ଭାରତୀୟ ଖେଳାଳିଙ୍କୁ ମହିନ୍ଦ୍ରା ଥାର ଦେବାକୁ ନିଷ୍ପତ୍ତି ନେଇଥିଲେ, ସେଥି ମଧ୍ୟରେ ଅଷ୍ଟ୍ରେଲିଆରେ ଡେବ୍ୟୁ କରିଥିବା ମହମ୍ମଦ ସିରାଜ, ଟି. ନଟରାଜନ୍, ଶାର୍ଦ୍ଦୁଲ ଠାକୁର, ୱାଶିଂଟନ୍ ସୁନ୍ଦର, ଶୁବମନ୍ ଗିଲ୍ ଓ ନବଦୀପ ସାଇନି ସାମିଲ୍‌ ଅଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ ୪ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତି ଇତିହାସ ରଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story