ରୁଷ ଓ ବେଲାରୁଷ ଖେଳାଳିଙ୍କୁ ବ୍ୟାନ କଲା ୱିମ୍ବଲଡନ୍‌

ଲଣ୍ଡନ: ବିଶ୍ୱ ଟେନିସର ଦୁଇ ନମ୍ବର ଖେଳାଳି ଡାନିଏଲ ମେଦଭେଦେଭଙ୍କୁ ଚଳିତ ବର୍ଷ ୱିମ୍ବଲଡନ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ ନାହିଁ। କାରଣ ରୁଷ ଓ ବେଲାରୁଷ ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ୱିମ୍ବଲଡନ୍‌। ଏହାର ଅର୍ଥ ଏହି ଦୁଇ ଦେଶର ଖେଳାଳି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ। ରୁଷ କ୍ରମାଗତ ଭାବେ ୟୁକ୍ରେନ ବିରୋଧରେ ଯୁଦ୍ଧ କରି ଚାଲି ଥିବାରୁ ୱିମ୍ବଲଡନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କେବଳ ରୁଷ ନୁହେଁ ବେଲାରୁସର ଖେଳାଳିଙ୍କ ଉପରେ […]

Russia

Russia

Hemant Lenka
  • Published: Wednesday, 20 April 2022
  • Updated: 20 April 2022, 05:39 PM IST

Sports

Latest News

ଲଣ୍ଡନ: ବିଶ୍ୱ ଟେନିସର ଦୁଇ ନମ୍ବର ଖେଳାଳି ଡାନିଏଲ ମେଦଭେଦେଭଙ୍କୁ ଚଳିତ ବର୍ଷ ୱିମ୍ବଲଡନ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ ନାହିଁ। କାରଣ ରୁଷ ଓ ବେଲାରୁଷ ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ୱିମ୍ବଲଡନ୍‌। ଏହାର ଅର୍ଥ ଏହି ଦୁଇ ଦେଶର ଖେଳାଳି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ।

ରୁଷ କ୍ରମାଗତ ଭାବେ ୟୁକ୍ରେନ ବିରୋଧରେ ଯୁଦ୍ଧ କରି ଚାଲି ଥିବାରୁ ୱିମ୍ବଲଡନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କେବଳ ରୁଷ ନୁହେଁ ବେଲାରୁସର ଖେଳାଳିଙ୍କ ଉପରେ ମଧ୍ୟ ସାମନ ପ୍ରତିବନ୍ଧକ ଲଗାଯାଇଛି। କାରଣ ରୁଷର ୟୁକ୍ରେନ ବିରୋଧୀ ଯୁଦ୍ଧକୁ ବେଲାରୁସ ସମର୍ଥନ କରିଛି।

ମାର୍ଚ୍ଚ ମାସରୁ ବିଶ୍ୱର ବିଭିନ୍ନ ଟେନିସ ସଂଘ ରୁଷକୁ ଦଳ ଭିତ୍ତିକ ପ୍ରତିଯୋଗୀତାରୁ ବାଦ ଦେଇଥିଲେ। ତେବେ ସିଙ୍ଗଲ୍ସ ଇଭେଣ୍ଟ ଗୁଡ଼ିକରେ ରୁଷର ଖେଳାଳିଙ୍କୁ ଦେଶର ପତାକା ବିନା ଖେଳିବାକୁ ସୁଯୋଗ ମିଳିଥିଲା। ଏବେ ୱିମ୍ବଲଡନର ଆୟୋଜନ କରୁଥିବା All England Lawn Tennis Club (AELTC) ରୁଷର ଖେଳାଳିଙ୍କ ଉପରେ ବ୍ୟାନ ଲଗାଇଛି। ଏହି ନିଷ୍ପତ୍ତି ଯୋଗୁ  ମେଦଭେଦେଭଙ୍କ ବ୍ୟତୀତ ୮ମ ସ୍ଥାନରେ ଥିବା ଆଣ୍ଡ୍ରେ ରୁବଲେଭ, ଗତବର୍ଷ ୱିମ୍ବଲଡନ ସେମିଫାଇନାଲ ଖେଳିଥିବା ଆରୟନା ସାବାଲେଙ୍କା ଓ ବେଲାରୁଷର ଭିକ୍ଟୋରିଆ ଆଜରେଙ୍କାଙ୍କ ଭଳି ଟପ୍‌ ୫ ଟେନିସ ଖେଳାଳିଙ୍କୁ ଚଳିତ ବର୍ଷ ୱିମ୍ବଲଡନରେ ଦେଖିବାକୁ ମିଳିବନି।

AELTC ଏହି ପ୍ରସଙ୍ଗରେ ବ୍ରିଟିଶ ସରକାରଙ୍କ ସହ କଥା ହେଉଛି। ଆଲୋଚନା ପରେ ହିଁ ଏପରି ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ୍‌ ୨୭ରୁ ୱିମ୍ବଲଡନ ଆରମ୍ଭ ହେବ ଓ ଏହା ଜୁଲାଇ ୧୦ ଯାଏ ଚାଲିବ। ୱିମ୍ବଲଡନ ହେଉଛି ଗୋଟିଏ ଗ୍ରାସ କୋର୍ଟ ଟୁର୍ଣ୍ଣାମେଣ୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story