ପି.ଭି. ସିନ୍ଧୁ ପାଇପାରନ୍ତି ପଦ୍ମଭୂଷଣ ପୁରସ୍କାର

ନୂଆଦିଲ୍ଲୀ: ପି.ଭି. ସିନ୍ଧୁ ପାଇପାରନ୍ତି ପଦ୍ମଭୂଷଣ ପୁରସ୍କାର। ଭାରତର ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁଙ୍କୁ ସମ୍ମାନଜନକ ପଦ୍ମଭୂଷଣ ଦେବାକୁ ସୁପାରିସ କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଟିମ। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରେ ଭାରତର ଦ୍ୱିତୀୟ  ଆଥ୍‌ଲେଟ୍‌ ଭାବେ ସିନ୍ଧୁ ଚଳିତ ବର୍ଷ ପାଇଁ ପଦ୍ମଭୂଷଣ ପାଇଁ ମନୋନିତ ହୋଛନ୍ତି।  ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ସିନ୍ଧୁ ନିକଟରେ କୋରିଆ ଓପନ୍ ସୁପର ସିରିଜ ଟାଇଟଲ ଜିତିଥିଲେ।  ୨୨ ବର୍ଷୀୟ ସିନ୍ଧୁ ୨୦୧୫ରେ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 05:15 PM IST

Sports

Latest News

ନୂଆଦିଲ୍ଲୀ: ପି.ଭି. ସିନ୍ଧୁ ପାଇପାରନ୍ତି ପଦ୍ମଭୂଷଣ ପୁରସ୍କାର। ଭାରତର ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁଙ୍କୁ ସମ୍ମାନଜନକ ପଦ୍ମଭୂଷଣ ଦେବାକୁ ସୁପାରିସ କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଟିମ। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରେ ଭାରତର ଦ୍ୱିତୀୟ  ଆଥ୍‌ଲେଟ୍‌ ଭାବେ ସିନ୍ଧୁ ଚଳିତ ବର୍ଷ ପାଇଁ ପଦ୍ମଭୂଷଣ ପାଇଁ ମନୋନିତ ହୋଛନ୍ତି।  ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ସିନ୍ଧୁ ନିକଟରେ କୋରିଆ ଓପନ୍ ସୁପର ସିରିଜ ଟାଇଟଲ ଜିତିଥିଲେ।  ୨୨ ବର୍ଷୀୟ ସିନ୍ଧୁ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos