ବିଚ୍ ଓପନ୍‌ର ସେମି ଫାଇନାଲ୍‌ରେ ପେସ୍

ଡେଲ୍‌ରେ ବିଚ୍ (ୟୁଏସ୍‌ଏ): ଭାରତୀୟ ଟେନିସ୍ ତାରକା ଲିଆଣ୍ଡର ପେସ୍ ଓ ତାଙ୍କର ଫ୍ରେଞ୍ଚ୍ ସାଥୀ ଜେରାମୀ ଚାର୍ଡି ଆମେରିକାର ଡେଲ୍‌ରେ ବିଚ୍ ଓପନ୍‌ର ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଏହି ଭାରତ-ଫ୍ରେଞ୍ଚ୍ ଯୋଡ଼ି ସ୍ପେନ୍-ଅଷ୍ଟ୍ରେଲିଆନ୍ ଯୋଡ଼ି ମାନକେଲ୍ ଗ୍ରାନୋଲର୍ସ ଓ ସାମ୍ ଗ୍ରୋଥ୍‌ଙ୍କୁ ୬-୩, ୪-୬ ଓ ୧୦-୬ରେ ପରାସ୍ତ କରି ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତି। ପେସ୍ ଓ ଚାର୍ଡି ସେମି ଫାଇନାଲରେ ଆମେରିକୀୟ ଯୋଡ଼ି ବବ୍ ଓ ମାଇକ୍ ବ୍ରାନଙ୍କୁ ଭେଟିବେ।

paes

paes

Rakesh Mallick
  • Published: Friday, 19 February 2016
  • Updated: 19 February 2016, 11:37 AM IST

Sports

Latest News

ଡେଲ୍‌ରେ ବିଚ୍ (ୟୁଏସ୍‌ଏ): ଭାରତୀୟ ଟେନିସ୍ ତାରକା ଲିଆଣ୍ଡର ପେସ୍ ଓ ତାଙ୍କର ଫ୍ରେଞ୍ଚ୍ ସାଥୀ ଜେରାମୀ ଚାର୍ଡି ଆମେରିକାର ଡେଲ୍‌ରେ ବିଚ୍ ଓପନ୍‌ର ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଏହି ଭାରତ-ଫ୍ରେଞ୍ଚ୍ ଯୋଡ଼ି ସ୍ପେନ୍-ଅଷ୍ଟ୍ରେଲିଆନ୍ ଯୋଡ଼ି ମାନକେଲ୍ ଗ୍ରାନୋଲର୍ସ ଓ ସାମ୍ ଗ୍ରୋଥ୍‌ଙ୍କୁ ୬-୩, ୪-୬ ଓ ୧୦-୬ରେ ପରାସ୍ତ କରି ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତି।

ପେସ୍ ଓ ଚାର୍ଡି ସେମି ଫାଇନାଲରେ ଆମେରିକୀୟ ଯୋଡ଼ି ବବ୍ ଓ ମାଇକ୍ ବ୍ରାନଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos